କାର୍ଡବୋର୍ଡର ମାଟି କାନ୍ଥ ତଳେ ବିନା ନିଆଁରେ ବିନା ଧୂଆଁରେ ।
ମୋ କକ୍ଷେ ଖେଳିଗଲା କଦମ୍ବ ଲହରୀ ଉଷା ଉର୍ବଶୀ ବିବସନା ମୋ ବକ୍ଷେ ଆଙ୍କିଦେଲା ପଦ୍ମପାଦ ଶିରୀ
ସେ ଦୁଇ ଓ଼ଠୁ ସୁଧା ଝରୁଅଛି ମୁଁ ଚାତକ ତୃଷା ଅଧୀର ।
ଗହନ ନିଦରେ ଆସି ବସି ଥାଅ କୋଳେ ତୁମକୁ ପାଇଁ ମୁଁ କେତେ କଣ ଭାବେ ସ୍ୱର୍ଗ ପାରିଜାତ ସ୍ୱପ୍ନେ ଦେଖାଦିଏ ପାରିଜାତ ଖସେ ଭବେ ।
ଏକ ଶୁଦ୍ଧ ପ୍ରାରମ୍ଭ ଆଉ ଏକ ବଳିଷ୍ଠ ସମ୍ଭାବନା କୁ ଜନମ ଦେବା.....
ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ ସାଇକେଲରେ ଫାଙ୍କା ପବନରେ
କିଏ ବା ଭୁଲିବ ମା' ର ଗୁଣକୁ ସିଏ ଗୁଣ ସିନ୍ଦୁକରେ ଭରା ମା' କୁ କରିଛୁ ପ୍ରାଥମିକ ଗୁରୁ ସିଏ ଅଦୃଶ୍ୟ ପଥର ଧାରା ତା'ର ତ ଗୋଟେ...
ତୁମରି ଆଦର୍ଶେ ଚାଲିବି ମୁଁ ବାଟ ଆଉ କିଛି ଲୋଡ଼ା ନାହିଁ ଅଛି ଖାଲି ମୋର ଏତିକି ଆକାଂକ୍ଷା ହେବାକୁ ତୁମର ଛାଇ ।
କାନ୍ଥ ଆଇନାରୁ ସିନା ଲିଭିଗଲା ସେହି ପ୍ରତିଛବି ଟି ତୁମର, ହେଲେ ମନ ଆଇନାରେ ଆଜି ଉଙ୍କି ମାରୁଥିବା ପ୍ରତିବିମ୍ବ ଟି କାହାର?
ଧରିବା, ମାରିବା ନୁହଁତ ସହଜ କଥା ଡିଆଁ ମାରି ପଳାଏ ଦେଇଣ ବ୍ୟଥା, ଚୁଟିଆ ମୂଷା ସେ କାମ ତାର ବିରାଟ, ଛଟର ପଟର କରାଏ, ବଢ଼ାଏ ମୁଣ୍ଡ ବିନ୍ଧା...
ଆପଣଙ୍କ ମତାମତ