ମନ ଖୋଜୁଛି ଅହରହ ଆଜି ସେଇ ପୁରୁଣା ଦିନର ମିତ, ତୋ ବିନା ତୁଚ୍ଛ ଲାଗେ ଜଗତ, ତୁ ଫେରିଆ ରେ ଅତୀତ।
ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ ମମତାର ଟୀକା ଦେଇଛି, ଏସବୁ ଚୁମ୍ବନ ପ୍ରେମରେ ଦେଇଛି ଦାନର ହାତରେ ଚାହିଁନି ।
ଗୁରବାରେ ଜନ୍ମିବାରୁ ନାମ ହେଲା ଲକ୍ଷ୍ମୀକାନ୍ତ, ତମରି ଲେଖାରେ ଲିଭିଲାନି କିଛି ସବୁ ହେଲା ମହାଯଶ।
ସମ୍ପର୍କ ସୁଦୃଢ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର ହାତ ଛାଡିବନି ଥିବା ଯାଏ ଶେଷ ଶ୍ୱାସ....!!
ପାଅ କି ନ ପାଅ ଭଲ ତୁମେ ମୋତେ ଦେବ ଯଦି ଦିଅ ଜହର ସବୁବେଳେ ମତେ ଭଲ ପାଇବାକୁ ଖାଲି ତୁମ ଅଧିକାର ।
ପିଲାଦିନର ସେ ଧୂଳିମାଟି ଖେଳ କେତେ ମଜା ଲାଗୁଥିଲା ବାଲୁକା ଉଆସ ଗଢିଦେଇ ପୁଣି ଓଠ ମୋର ହସୁଥିଲା ।।
ସବୁଜିମା ଲୋଡ଼େ, ବୈଶାଖୀର ଧକ୍କାରେ ପିଞ୍ଜରା ଦେଖାଇ ଆକାଶ ଆଡେ ଲମ୍ବିଥିବା ଥୁଣ୍ଟା ଗଛ ।।
ଜୀବନ କେବେ କାର୍ତ୍ତିକ ଧର୍ମ ହୃଦୟ ଧୋଇ ଦିଏ, ଜୀବନ କେବେ ମାର୍ଗଶୀରର ପୁରାଣ ପଢୁ ଥାଏ ।
ଆଖି ଖୋଲିଲେ, ଆଖି ବୁଜିଲେ, ଆଖି ଆଗେ ଆସ ତୁମେ ।
ଆଉ ଟିକେ ଗଭୀର ହେଲେ ରାତି ଭାରୀ ଲୋଭନୀୟ ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’ ଏଠି କିଛି ଭେଦାଭେଦ ନାହିଁ ଉଚ୍ଚ ନୀଚ...
ଆପଣଙ୍କ ମତାମତ