ଦଳେ ବାହାରି ପଡ଼ନ୍ତି ହିଂସ୍ର ଉଦ୍ଧାମତାକୁ ଆୟୁଧ କରି ତାଙ୍କ ବୁଝିବାରେ କେଉଁ ରାଷ୍ଟ୍ର ହିତରେ କେଉଁ ଈଶ୍ୱର କେଉଁ ଧର୍ମର ଆହ୍ୱାନ କାଳେ ତାଙ୍କୁ ଟାଣିନିଏ ଲୁଟିବାକୁ
ଏଇ ସେ ହସୁଛି ଓ଼ଷ୍ଠ ଥରାଇ ଭୁବନମୋହିନୀ ରସେ , ଏଇ ସେ ନାଚୁଛି ନୂପୁରର ତାଳେ ଅଭିସାରିକାର ବେଶେ ।
ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ, ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ, ବେଳେବେଳେ ଆବାକ୍ ରହିଯାଉଥିଲି ମୁଁ, ତୋ...
ରାଣୀ ଚାରିପଟେ ଘେରି ରହିଥାନ୍ତି ଚକ୍ ମକ୍ କେତେ ସଖି... କଳା ଟୋପା ସାଜେ ନଜର ଟିକିକା ସିଏ ପରା ଚନ୍ଦ୍ରମୁଖି !
ମୁଁ କଣ ସମୟର ଅଧୀନ ଯେ କାଳକ୍ରମେ ତମେ ହଜିଯିବ ମୋ ଆକାଶରୁ !
ଏବେ ବଢିଲା ବୟସରେ, ଅଜ୍ଞ ମୁଁ , ମନେ ପକାଇ ବୁଝିପାରେ- ତାକୁ ରୁଚେନି ଯାହା ଆମର ପସନ୍ଦ । ଠିକ୍ ଯେମିତି ତରଳ ପଦାର୍ଥ ପସନ୍ଦ ତା' ରୂପ...
ଭସେଇ ଥିବା ସ୍ମୃତି କାଗଜ ଡଙ୍ଗା ଅଧା ବାଟେ କାହିଁ ବୁଡ଼େଇ ଦେଲ
ନଈକୂଳେ କଦମ୍ବ ମୂଳେ ଏବେ ମୁଁ ନିର୍ଦ୍ବନ୍ଦରେ ତମ ସହ ଖୁବ ବେଶୀ ବୁଲାବୁଲି କରେ ।
ସରିଲା କୁମାର ପୂନେଇ ପର୍ବ, କୁଆଁରୀ କନିଆ ଗେଲ ଗରବ । ଶରତ ଋତୁର ଅନ୍ତ, ଆସିଲା ଧରାକୁ ହେମାଳେ ମଣ୍ଡନ କରିବ ଋତୁ ହେମନ୍ତ ।୧।
ସମସ୍ତଙ୍କ ହୃଦୟକୁ କରିଛି ଅକ୍ତିଆର ସେଥିପାଇଁ ଅପୂର୍ଣ୍ଣତା କୁ କର ସ୍ୱାଗତ ,
ଆପଣଙ୍କ ମତାମତ