ଝିଅ ଝରକା କଡରେ ବସି କବିତା ଲେଖୁନି ତ ! ଶ୍ରାବଣ ଆସିଲେ ନଈଟିଏ ହୋଇ ବହିଯିବନି ତ ?
ତୁମେ ମୋ ଦୁନିଆକୁ ଚୋରାଇ ନେଇଛ ମନରେ ମୋ ଖୁସି ଭରିତ ଯାଇଛି ସବୁଠି ତୁମର ରୂପ
ମା ନାରୀ ହୁଏ ନିର୍ଯାତିତା ଶକ୍ତି ରୂପେ ଦେବୀ ମନ୍ଦୀରେ ପୂଜଇ ସିଏ ସମାଜେ ବନିତା ଲତା ।। ।।
କେମିତି ପାଲଟି ଯାଆନ୍ତି ଚନ୍ଦ୍ରପରାଗ ନିଜ ଅସ୍ତିତ୍ୱର ପୂର୍ଣ୍ଣମୀରେ! ଭ୍ରମକୁ ସାରା ଜୀବନ ଅଂଟିରେ ପୂରାଇ ଛାତିରେ ଜାକି ଧରି ମନକୁ ମିଛରେ ବୁଝାଇବାକୁ
ସମସ୍ତେ ତ ଦେଶଭକ୍ତ , ପତାକା ଛାତିରେ , ଗାଡି ଆଉ ଅଫିସ ଟେବଲ ସଜେ, କାହା ଲୁହ ଲହୁ ଝାଳରେ ?
ପ୍ରତୀକ୍ଷା ମୁଁ କରୁଥାଏ ସଦା , ମଳୟର ମର୍ଜିକୁ !! ଏଠୁ ସେଠି ଉଡ଼ିଯିବା ଛଡା , କଣ ମୁଁ କରିପାରେ ଆଉ ?
ମୋ ସାଉଁଟା ଅନୁଭବ , ବଞ୍ଚିବାର ଗୁଡାଏ ରାସ୍ତାର ଦୋଛକି !
ଜୀବନ ମିଶାଣ ଫେଡ଼ାଣ ଗୁଣନ ହରଣର ଏକ ଲମ୍ବା ସମୀକରଣ
ମୁଁ ଏବେ ଶାନ୍ତ ଓ ଶିଥିଳ ଖୁସି ଓ ବିଭୋର ଜାଣିପାରେନା ହସିବି ନା କାନ୍ଦିବି ? କାହିଁକି ନା, ମୁଁ ଆଜି କିଛି ପାଇଲି ଆଉ କିଛି ହରେଇଲି...
ସୁକୁଟି ବୁଢ଼ୀର ଦେହଟି ଶୂନ ନାଟକ ସାରିଛି ତାର ଜୀବନ ଲୋକ କୁହା କୁହି କାନକୁ କାନ କାଲି ରାତିର ବରଷା ନେଲା ଜୀବନ ।
ଆପଣଙ୍କ ମତାମତ