ମଣିଷ ବୁଝୁନି ଜଳ ହିଁ ଜୀବନ ! ହୃଦୟର ରଙ୍ଗ ଲାଲ ହୁଏ ଢେଉ ଢେଉକା ଖେଳେ ନିଶ୍ୱାସ ପ୍ରଶ୍ୱାସରେ ତିଆରି କରେ ବଞ୍ଚିବାର ଯେତେସବୁ ନିଗୁଢ଼ ସମ୍ପର୍କ ।
ତମ ପାଇଁ ମୋର ସବୁ ସ୍ୱପ୍ନ, ଅସୁମାର ଆଶାସବୁର ମରୀଚିକାକୁ ଜୁଇରେ ଜଳେଇ ମୁଁ ଏବେ ଅତୀତକୁ କବର ଦେଇଛି
ଓଢ଼ଣୀ, ପଡ଼ିଲେ ଦେହେ, ସାଥେ ଆସେ ଲଜ୍ଜ୍ୟା ଓ ଯୌବନ । ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ, କେବେ ପ୍ରଲୋଭନ ।
ଓଡ଼ିଆ ସେବକ ଗଜପତି ରାଜା । ଆରାଧ୍ୟ ଦେବଙ୍କ ଦାସ । ଆରାଧନା କରୁ ଚତୁର୍ଦ୍ଧା ଦେବଙ୍କୁ । ଆଶିଷ ନ ହେଉ ଶେଷ ।।
ସେ ନିଗାଡ଼ିଛନ୍ତି କେତେ ଯେ ଲହୁ ତାଙ୍କ ଶରୀରରୁ ତା’ର ହିସାବ ସେ ଜାଣନ୍ତିନି ।
ବଧ କରିଦେଲ, କବ ଦିବ୍ୟ ଅସ୍ତ୍ରଶସ୍ତ୍ର ଆଉ କରାଳ ତ୍ରିଶୂଳର ଯାଦୁରେ ଅହଙ୍କାରୀ, ଦୁରାଚାରୀ, ପାପୀ, ଭ୍ରଷ୍ଟାଚାରୀ ଚଣ୍ଡ ମୁଣ୍ଡ, ଶୁମ୍ଭ ନିଶୁମ୍ଭ
ସବୁ କନ୍ୟା ଶିଶୁ ଅନ୍ତରରେ ମଲେ କେହି ବି ଜଣେ ଜନମ ନ ନେଲେ ତିଷ୍ଠି ପାରିବକି ଏ ମହି ମା ପାରିବୁକି ତୁ କହି ।। ।।
ତୁମ ଚାହାଣୀରେ ହୃଦୟ ମୋ ତରଳିତ ଗଲା କେତେ ଦିନର ବରଫ ପଡି ରହିଥିଲା
ବାରମ୍ବାର ସ୍ୱାର୍ଥ ପାଇଁ ଅନ୍ୟକୁ କିପରି ହତ୍ୟା କରାଯାଏ ତାକୁ ବି ଅନୁଭବ କଲି ?
ଲଗେଇଦେ ମତେ ତୋ ଛାତିରେ, ସାଇତିଦେ ମତେ ତୋ ମନରେ, ଭୁଲିଯା ସେ ଗଲା କଥା ମନରୁ, କରିନେ ତୁ ମତେ ତୋର, ପୁଣିଥରେ ।
ଆପଣଙ୍କ ମତାମତ