ହଠାତ୍ ଗୋଟିଏ ଜାଗାରେ ବେହେରା ବାବୁ ଅଟକି ଗଲେ । ସାମ୍ନାରେ ପଡ଼ିଥିଲା ଅଲେଖର ମୃତଦେହ । ବେହେରା ବାବୁ ଚମକି ପଡ଼ିଲେ । ତାଙ୍କ ମନ ଭିତରେ ସେହି...
ନିଜେ ସିନା ଉପାସ ରହି ଯାଏ ହେଲେ ପିଲା ଦିଟା ଙ୍କୁ ଉପାସ ଦେଖିଲେ ମନ ଭାରି କଷ୍ଟ ହୁଏ । ପିଲା ଦିଟା ଭୋକ ରେ ଡହଳ ବିକଳ...
ତମ ମନରେ ଦୁଃଖ ଦେବା କିମ୍ବା ତୁମକୁ ଲଜ୍ଜିତ କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ମୁଁ ଚାହେଁ ତମେ ମୋ ଠାରୁ ଅଧିକା ଶିକ୍ଷା କର ।...
ଅନ୍ତତଃ ପଳାତକ ଭଳି ନିଭୃତକୋଣରେ ତ ମୃତ୍ୟୁ ଲଭିବିନି ।
ସୁ’ ତଥାପି ପଛକୁ ଅନାଇ ଦେଖୁଥିଲା ସେ ଛାୟାକୃତି ତା’ର ପିଛା କରୁନି ତ?
ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍ର ଘୋଷଣା ଆରମ୍ଭ ହୋଇଯାଇଥାଏ ।
ଆମେ ଚାରି ଭାଇ ଭଉଣୀ ସକାଳୁ ସକାଳୁ ଚୁଲିମୁଣ୍ଡରେ ବୋଉକୁ ଘେରି ବସିଥିବୁ । ଚୁଲିରେ କୁଟାନୁଣ୍ଡା ପୁରେଇ ଦେଇ ବୋଉ ମାଟି ପଲମ ବସେଇ ଦେଇଥିଵ ।
ବୁଢୀର କଥା ଶୁଣିବାକୁ କାହାର କାନ ଥିଲା । ବୁଝା ପଡିଲା ନାହିଁ ବୁଢୀ ଏ କଲ୍ୟାଣ ଡାକବାବୁଙ୍କୁ ନା ଡାକଘରକୁ କରୁଛି ।
ସେତେବେଳେ ସେ ଜିତିଥିବା ପୁରସ୍କାର ତାକୁ କେବଳ ଗୋଟିଏ ଧାତୁ ତିଆରି ଖେଳନା ପରି ମନେହେଲା ।
ଇଏ ଆମର ଭାରି ପାରଂଗମ । ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ । ଯାହା କୁହ ରବିବାର ମଟନ୍ ନ ହେଲେ...
ଆପଣଙ୍କ ମତାମତ