ଏମିତି ତ ପାଦ ତଳୁ ଖସି ଯାଏ ମାଟି ତଥାପି ଜାବୋଡି ଧରିବାକୁ ପଡେ ନିଜକୁ ସାଉଁଟି ନେଇ, ଭଗ୍ନତାରୁ ଉଠି ।
ସଂକୀର୍ଣ୍ଣତା ନୁହେଁ, ବିଶାଳତା ଘୃଣା ନୁହେଁ, ପ୍ରେମ ସବୁ ଧର୍ମର ମୂଳ ମନ୍ତ୍ର ଯେଉଁଠି ଅଧ୍ୟାତ୍ମିକତାକୁ ଉତ୍ତରଣ ହୁଏ ଧର୍ମ ର ସେଠି ।
ବର୍ଷା କାହିଁକି ଝରିଯାଏ ଝର୍କା ସେପଟେ, ଖାଲି କଣ ଭିଜାଏ ବତୀ ଖୁଣ୍ଟ ଖୋଲା ବଗିଚା?
କିଏ ଏହି ଲାସ୍ୟମୟୀ କଣ ତା'ର ଅତୀତ
ଏ ପୁରୁଷ ପ୍ରାଧାନ ସମାଜ ଯେତେ ଦିନ ଯାଏ ନିଜର ନଜର ବଦଳାଇ ନ ଥିବେ, ସମାଜ ର ସ୍ଥିତି ବଦଳିବା କଷ୍ଟ । ଆମକୁ ଝିଅଙ୍କ ନାମ ନୁହେଁ...
ସମୟର ଅଳନ୍ଧହୁ ଲାଗିଯାଏ କେବେ କେବେ ଧୂଳି ଜମିଯାଏ ନିତିଦିନ ଜୀବନ କଷଣେ ତଥାପି ଝାଡି ପୋଛି ଚକ-ଚକ କରି ହୁଏ ଗୋଟେ ମୁହୂର୍ତରେ ।
ପ୍ରଜାପତି ଉଡି ଆସେ ପାଇ ଅନେକ ରଙ୍ଗ ଆଉ ସୁଗନ୍ଧିତ ରସ
ଗୋଟିଏ ମାଲ ଗାଡି, ବାଙ୍ଗାଲୋରରୁ ଆସୁଥିବା ଟ୍ରେନ ଓ କରମଣ୍ଡଳ ଏକ୍ସପ୍ରେସ ପରସ୍ପର ସହ ଧକ୍କା ହୋଇଛି ।
କବି ମରିଯାଏ ଆପଣା ଛାଏଁ କଲମ ଗଲେ ଶୁଖି
ଦୀପ ଲିଭି ଗଲା ପରେ ସେମାନଙ୍କ ଜୀବନକୁ ବିଶ୍ଳେଷଣ କରି କେତେ କଥା ଶିଖି ଜୀବନ ବଞ୍ଚିବାକୁ ପଡିବ-ସେକଥା ଭାବି ଭାବ ବିହ୍ଵଳ ହେଉଥିଲି ମୁଁ....!
ଆପଣଙ୍କ ମତାମତ