ହେ ସମୟ, ମୋତେ ଥରେ ଶିଖେଇ ଦିଅନ୍ତନି ବାରମ୍ବାର ମୁଖା ବଦଳାଇବାର କଳା, ଅନ୍ତରେ ଲୁଚାଇ ବିଷ
ଫେରି ଆସନ୍ତା କି ମୋ ପିଲା ଦିନ ବୋଉ କୋଳେ ବସି ଅଝଟ କରିଲେ ଖୋଇ ସେ ଦିଅନ୍ତା ଦେଖାଇ ଜହ୍ନ ମୁଖେ ଦେଇ ଚୁମ୍ବନ ।।
ଅନେକ ଆକାଶ ତଳେ ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ କୋମଳ ରଶ୍ମିରେ ବେଶ୍ କମନୀୟ ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା ନିଆଁ ଜରଜର ଏକ...
ଅପେକ୍ଷା... ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ ।
ତମ "ତୁମେ" କେଳି କୁସୁମେ ତମ "ତୁମେ" ଉଚାରିତ ହୁଏ ଡ଼ାକନାମେ
ଦି'ଟା ସମାନ୍ତରାଳ ଜୀବନ, ଦି'ଟା ଅଚିହ୍ନା ମଣିଷ, ଅଶରୀରି ପରି, ଚାରିକାନ୍ଥ ବେଢା କୋଠରୀରେ, ଦିନସବୁ ଆସେ ଯାଏ, ବିତେନି ସମୟ ସେଠି ଅସହ୍ୟ ଋତୁର
କେବେ ଅଳିଆଗଦା ତ କେବେ ଜରାଶ୍ରମ..ତୋ'ର ଠିକଣା.. !!
ସ୍ଵପ୍ନ ତ ଅସୁମାରି ମନରେ ଖେଳିବୁଲେ ହୃଦୟ ମଧ୍ୟରେ କେଜାଣି ସେ ସ୍ବପ୍ନ ସତ ହେବ କି ଜୀବନରେ ।
ମାଂସ ଲୋଭି ସେହି ରାକ୍ଷସ କବଳୁ ମାଟି ପିଣ୍ଡୁଳା ଟେ ନ ପାଏ ବର୍ତୀ , ନାରୀ କୁ ପୁଣି ସେ ଦେବୀ ଯେ କୁହନ୍ତି କେ କହିବ କଣ...
ଜନମିଛି କି ଦୋଷେ ମୁଁ ? ନାରୀ ଜନ୍ମ ପାଇ, ମର୍ଯ୍ୟାଦା ହିନ କଲେ ମୋତେ ଟଙ୍କାରେ ତଉଲାଇ ।
ଆପଣଙ୍କ ମତାମତ