ଛୋଟ କୁକୁରଟି ବିଚରା ଏ ବିକଟାଳ ଶବ୍ଦ ଶୁଣି ସନ୍ତ୍ରାସିତ ହୋଇପଡ଼ିଲା । ଡରି ମରି ଧଡ୍ପଡ୍ ହୋଇ ଉଠି ଠିଆ ହେଲା ।
ମହାଭାରତର କର୍ଣ୍ଣଙ୍କୁ ବଂଶ ପରିଚୟ ମାଗିଲେ ସେ ଯେମିତି ଏକ ଅଖାଡୁଆ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ମାଡ଼ାମ୍ ମଧ୍ୟ କିଛି କ୍ଷଣ ପାଇଁ ଗ୍ଲାନିର ଏକ କଳା ବାଦଲରେ ଯେମିତି...
ତୁମେ ଗୁହାରି କରିବ ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ ।
ତିଳକୁ ତାଳ କରିବା ତ ଆମ ଲୋକଙ୍କର ସ୍ୱଭାବ । କଥାରେ ଅଛି ପରା- "ପାଞ୍ଚ ପୁରୁଷରେ ପାଞ୍ଚ କଥା, ପାଞ୍ଚ ମାଇପିରେ ପଚିଶ କଥା ।"
ସାତ ଦିନ ପୂରିଥିଲେ ମୁଁ ଆପେ ଯାଇ ତାକୁ ସାଙ୍ଗରେ ଧରି ଆସିଥାନ୍ତି । ସେ କାଇଁକି ଏମିତି କୁକର୍ମ କଲା, ସେ ଆତ୍ମଘାତୀ । ତୁମମାନଙ୍କ ସାଙ୍ଗରେ ମିଶି...
ଅତ୍ୟଧିକ ଇମୋସନାଲ ହୋଇ ସେମିନାର ପାଠାଗାରରେ ଦୀପାଳୀଙ୍କର ଗୋରା ଗାଲରେ ସରୁ ଚୁମ୍ୱନଟି ଆଙ୍କି ଦେଇଥିଲେ ରାଜେନ୍ଦ୍ର ଅନ୍ୟମାନଙ୍କ ଅଲକ୍ଷ୍ୟରେ । ମୁଖମଣ୍ଡଳର ଆକାଶରେ ଭଲ ପାଇବାର ଅରୁଣିମା ତଡ଼ିତ୍...
ସ୍ନେହ ତ କେବେ ପୁରୁଣା ହୁଏନି । ବରଂ ସମୟ ସୁଅରେ ବହି ବହି ଅଧିକ ଶକ୍ତିଶାଳୀ ହୁଏ । ନିଜ ସ୍ନେହ ସାଙ୍ଗରେ ଟିକେ ମନ ଖୋଲି ଦୁଇ...
ଅସରପା ଉପରକୁ କାଣୀ ବିରାଡି ମାରି ଗୋଡ଼ାଇବେ । ଖାଲି ସଂଘହୀନ ଶିକ୍ଷକ ବିଚରା ଅବିଚାରର ଯୂପ କାଠରେ ବଳି ପଡ଼ିଯିବ । ତାଙ୍କୁ ଯିଏ ନ୍ୟାୟ ଦେଇଥାନ୍ତା, ସେ...
ପୋଲିସ୍ ଭାବିଥିଲା ଏମିତି କିଛି କୋଡ଼ ମାଡ଼ କରିଦେଲେ ଅର୍ଥ କିଛି ଝଡ଼ି ପଡ଼ିବ । ଦୁଃଖିଆ ପାଖରେ ତ ଫଟା ପାହୁଲାଟା ବି ନ ଥିଲା । ସେ...
ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ...
ଆପଣଙ୍କ ମତାମତ