କେହି କେବେ ବୁଲି ଯାଇଛକି ଏହି ଅଳ୍ପାୟୁ ମାନବର ସୁନେଲି ସ୍ୱପ୍ନ ରାଇଜକୁ କେହି କେବେ ଦେଖିଛକି ଏହି କ୍ଷଣଭଙ୍ଗୁର ସଂସାରର ବାସ୍ତବିକ ସୁଖକୁ
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ