କବିତା

ପାଗେଳୀ

Subhransu kumar biswal's odia poem Paageli

ଉଡ଼ି ଯାଉଥିବା ବାଇୟା ବସା;
କାଇଁ ସେ ନିରୁତା ପ୍ରୟାସ କରେ
ପବନ ବେଗରେ ଧାଇଁ ଯାଇ ଧରି ରଖିବାକୁ
ସତରେ ତା’ର ମୋ ଉପରେ କେତେ ଭରସା ।

ପାଗେଳୀ

କ’ଣ ପାଇଁ କେଜାଣି
ୟା’ ତା’ କଥାରେ ଧ୍ୟାନ ଦିଏ
ସେ ମୋତେ କାଇଁ କହେ
ଆଉ ଜଣକୁ ଭଲପାଇବାକୁ
ଯେତେବେଳେ ସେ ମୋତେ ହିଁ ଭଲପାଏ ।

ଉଡ଼ି ଯାଉଥିବା ବାଇୟା ବସା;
କାଇଁ ସେ ନିରୁତା ପ୍ରୟାସ କରେ
ପବନ ବେଗରେ ଧାଇଁ ଯାଇ ଧରି ରଖିବାକୁ
ସତରେ ତା’ର ମୋ ଉପରେ କେତେ ଭରସା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top