ଜୀବନ କେବେ କାର୍ତ୍ତିକ ଧର୍ମ ହୃଦୟ ଧୋଇ ଦିଏ, ଜୀବନ କେବେ ମାର୍ଗଶୀରର ପୁରାଣ ପଢୁ ଥାଏ ।
ଭାଇ ! ରୋହନ୍ ଆମର ଗାଡି ମସ୍ତ ଚଲାଏ ! ମୋ ବାପାଙ୍କର ହଣ୍ଡା ୟୁନିକର୍ଣ୍ଣକୁ ରାମ୍ପି କି ଚଲାଏ, ଇଏ ତ ତା’ ନିଜ ପଲ୍ସର୍ ।
ତେଣୁ ଆମେ ଅନୁମାନ କରି "ଟମି... ଟମି ..." ବୋଲି ଡ଼ାକିଲୁ ସେ ମଧ୍ୟ ଡାକ ଶୁଣି ପାଖକୁ ଆସିଲା ଯାହା ଦେଲୁ ଖାଇଲା ।
ଆଖି ଖୋଲିଲେ, ଆଖି ବୁଜିଲେ, ଆଖି ଆଗେ ଆସ ତୁମେ ।
ଏବେ ବାତାବରଣ ମହାମାରୀ ବିଭୀଷିକାରୁ ବିଲକୁଲ ମୁକ୍ତ ହୋଇସାରିଥିଲା । ସହରକୁ ପୂରାପୁରି ଧୁଆ ଯାଇସାରିଥିଲା । ମୂଷାଙ୍କ ଚିହ୍ନବର୍ଣ୍ଣ ନଥିଲା ।
ଆଉ ଟିକେ ଗଭୀର ହେଲେ ରାତି ଭାରୀ ଲୋଭନୀୟ ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’ ଏଠି କିଛି ଭେଦାଭେଦ ନାହିଁ ଉଚ୍ଚ ନୀଚ...
ପିଲାଏ ପଢି ସାରିଲେଣି, ସେ ଶୁଣିନି ଭଲରେ କି କାହାର ଭୂଲକୁ ସୁଧାରିବାକୁ ଚେଷ୍ଟା ବି କରିନି । ତାର ଏଇ ମାତୃତ୍ଵ ଆଉ କର୍ତବ୍ୟ ଭିତରେ ଯୁଦ୍ଧରେ ଉଭୟ...
ସୂକ୍ଷ୍ମ ଅନୁଧ୍ଯାନ କଲେ ଜଣାଯାଏ ଆମ ଅଜାଣତରେ ମଧ୍ଯ ଆଜିର ଏହି ଅପଭ୍ରଂଶ ପରମ୍ପରାଗତ ଦୀପାବଳୀ ଉଜ୍ଜୀବିତ କରି ରଖିପାରିଛି ମାନବତ୍ବର ଅନେକ ମୂଲ୍ଯବୋଧକୁ।
ପୁଅ ! ଧନ୍ୟ ତୋ ମଣିଷ ପଣିଆ, ଅନ୍ୟ କେହି ହୋଇଥିଲେ ଖେଳି ଖେଳି ଚଟିଆ ଛୁଆଟିକୁ ମାରି ଦେଇଥାନ୍ତେ । ତୁ ତାକୁ ବଞ୍ଚାଇ ରଖିଛୁ ।
ସେମାନେ ଜଙ୍ଗଲି କୁକୁରଙ୍କ ପରି ଚାରିପଟୁ ଘେରିଯାଇ ଶିକାର କରନ୍ତି । ନିଜ ଶିକାରକୁ ଖିନ୍ଭିନ୍ କରି ଖଣ୍ଡିଆଖାବରା କରି ଖାଆନ୍ତି, ତାର ହାଡଟିକେ ବି ଛାଡନ୍ତିନି । ତାର...
ଆପଣଙ୍କ ମତାମତ