ମହ ମହ କିଆ ଫୁଲ ଫଗୁଣରେ ହେଲା ଭାବ ଆମର ମୁଁ ବାରମାସ ଉଜାଗର ।।
ତୁ ଏବେ ସତେ କୋଉ ପରି ରାଇଜର ରାଜକୁମାର , ତୋ ଆଗେ ପଛେ ମୁଣ୍ଡ ନୁଆଁଇବାକୁ କେତେ ଯେ ଚାକର ବାକର, ବିଦେଶୀ ବସନେ ଝଲସେ ତୋ ବଦନ,...
ଚୂତ ବୃକ୍ଷ ରାଜି ବଉଳେ ଶୋଭିତ ଚତୁର୍ଦିଗ ମହକାଇ ଦୋଳ ଦୋଳିରେ ଶ୍ରୀରାଧା ବଲ୍ଲଭ ଉଲ୍ଲସିତ ହୁଏ ମହି।
ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ , କେଜାଣି କାହିଁକି ଅଜଣା ଅବୁଝା ଅତୀତ ପାଦ ଟାଣି ଧରି ନିଏ ।।
ନିଶ୍ଚିତରୂପେ କୋଳାହଳ ମଧ୍ୟରେ ନିରୀହର ନୀରବ ଆର୍ତ୍ତନାଦ ସବୁବେଳେ ହଜିଯାଏ ।
ଆମେରିକାରୁ ପୁରାବିଶ୍ୱରେ ବାମପନ୍ଥୀ ତନ୍ତ୍ର ସଂଚାଳିତ ହେଉଛି ଏବଂ ଆମେରିକାର ନିଜି ଶାସନ ତନ୍ତ୍ର ଶିକ୍ଷା ବ୍ୟବସ୍ଥା ଏବଂ ସାମାଜିକ ପାରଦର୍ଶିତା ଗଭୀର ବାମପନ୍ଥୀ ପ୍ରଭାବରେ ବାନ୍ଧି ହୋଇପଡିଛି
କିଛି ଚିନ୍ତା ନ କରି ତୁ ଚକ୍ଷୁ ବିଭାଗ ପାଇଁ ଚେଷ୍ଟା କର । ଏଇ ହେଉଛି ଗୋଟିଏ ଡିପାର୍ଟମେଣ୍ଟ, ଯଉଁଠି କେବେ ମୃତ୍ୟୁ ହୁଏନା ।
ପ୍ରକୃତରେ ଆମେ ଦୁହେଁ କଳିଙ୍ଗ ପ୍ରଦେଶରୁ ଆସିଥିଲୁ । ସେଇଥିପାଇଁ ତ ।
କେବେ ତ ଭାବି ନଥିଲି ଜାଗାଟିଏ ଆଉ ଥାଇପାରେ ବୋଲି ଜଗାରଖା ବାଟ ଓଗାଳା ସତ୍ତ୍ୱେ ସୁରକ୍ଷାବଳୟ ଲଂଘି ସମସ୍ତଙ୍କ ଅଲକ୍ଷ୍ୟରେ ପହଞ୍ଚିଯିବ ସୁଖ ଦୁଃଖ ବାଣ୍ଟିବାକୁ ନା' ମୁଁ...
ମୁଁ ବି ମଣିଷଟିଏ, ଅନେକ ଆଶା ଆକାଂକ୍ଷା ନେଇ ଯାଏଁ ଶାଶୁ ଘରକୁ ଜୀବନର ଅଠର, କୋଡିଏ ବର୍ଷ ଅତିକ୍ରାନ୍ତ କରି ଯାଏଁ ନୂଆଁ ଏକ ପରିବେଶକୁ ।
ଆପଣଙ୍କ ମତାମତ