ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ
ମନ ମୋର ଚାହେଁ କରିବାକୁ ତାକୁ ପ୍ରେମ ନିବେଦନ ହେଲେ ଭୟରେ ଛାତି ଥରି ଯାଉଛି ହେବ କାଳେ ପ୍ରତ୍ୟାଖାନ!
କେଜାଣି କେଉଁଠି ହରିହର ?
ଗୁଲାମିଗିରି କରୁଥିବା ଯାଏ ବାଃ ବାଃ କହି ପିଠିକୁ ଦେବେ ଥାପି। ଭିତରେ ପୁରେଇ ବତୁରାଇ ଦେବେ ଯଦି ଖୋଲିଦିଅ ଥରେ ପାଟି।
'ବାପାଙ୍କ ସ୍ୱପ୍ନ' ହେଉଛି ବୋକା ବନେଇବାର ଅସ୍ତ୍ର, ଅସଲ କଥା ହେଲା ଗାଦି ମାଡି ବସି ଲୁଟି ଖାଇବା ।
ନ୍ୟାୟାଳୟରେ ଦିଆଯାଇଥିବା ବକ୍ତବ୍ୟର ଅନାକାଂଶ ଇତିହାସ ପର୍ଯ୍ୟବେସିତ ଏବଂ କିଛି ଅନ୍ତଃକରଣ ପ୍ରସୂତ ସାହିତ୍ୟ ।
ଧର୍ମ ଧର୍ମ ନାମ ରେ ଯେବେ ଲୋକ ସୋସିଆଲ ମିଡିଆରେ ଏତେ କଥା ଲେଖନ୍ତି, ସେ ସମୟରେ ଏ ସବୁ ପ୍ରତି ପ୍ରଶ୍ନ କରାଯାଏନି କାହିଁକି?
ସବୁକିଛିର ଏକ ଲିଙ୍କ୍ ଅଛି, ଯାହାକୁ ଆମେ କର୍ମ ବୋଲି କହିଥାଉ
ଜୀବନକୁ ମୃତ୍ୟୁରେ ଅନୁବାଦ କରେ ଧିରେ ଧିରେ ମୁଁ ଖୁବ ଧିରେ ଧିରେ ।
ମାନବତାର ପରିଭାଷା କ'ଣ ଏତେ ପରିମାଣରେ ବଦଳିଯାଇଛି ଯେ ଆମେ କଂସେଇ ପାଲଟିଯାଇଛୁ ନିଜ ରକ୍ତ ମାଂସ ଝୁଣି ଖାଇବାକୁ
ଆପଣଙ୍କ ମତାମତ