ହାଇଦ୍ରାବାଦ ଏବଂ କାଶ୍ମୀର ବିଷୟରେ ତାଙ୍କ'ର ଭୂମିକା ମଧ୍ୟ ବିବାଦୀୟ ।
କଥାଛଳରେ କହେ- ସେ ନିଷ୍ଠାର ସହ ପାଳିଥାଏ ନିର୍ବାଚନ ପର୍ବ । ସେତେବେଳେ ସୁନାମର ଚାହିଦା କାହିଁରେ କଣ !
ସ୍ବାର୍ଥ ଲାଭ ପାଇଁ ମାରୁଥାଏ ତେଲ ସ୍ବାର୍ଥ ପ୍ରାପ୍ତି ମାତ୍ରେ ଭୁଲିଯାଏ ମୂଲ । ବାହାରୁ ନିଜର ଦେଖେଇ ହୁଅନ୍ତି ଅନ୍ତରୁ ଅହି ସମ ଫଁ ଫଁ ହୁଅନ୍ତି ।
କ୍ଷମା ପାଇବା ପରେ କେହି କେହି ଭୁଲ କାମରୁ ନିବୃତ୍ତ ହୋଇ ସୁଧୁରିଯାଇଥାନ୍ତି ତ ଅନ୍ୟ କେହି ସେହି କ୍ଷମାର ବାରମ୍ବାର ଫାଇଦା ମଧ୍ୟ ଉଠାଇଥାନ୍ତି ।
ରଜବତୀ ହେଲେ ମା ବସୁମତୀ ବୋହୂ ଭାବୁଥାଏ କେମିତି କାଟିବ ପହିଲି ରଜ ରାତି
ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍ କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା
ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ, ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ, ଦୁନିଆଁରେ ବଂଚିବାର ବାଟ କେତେ ।।
ଲୋକଟି ଦେଖିବାକୁ କଳା ହେଳେ କ'ଣ ହେବ , ତା'ର ଆତ୍ମିୟତାରେ ମୁଁ ଅଭିଭୂତ ହୋଇଗଲି ।
ଚଉଦ ଭୂବନ ଦେଖେ ତୋ ନୟନ ନିମିଶକ ସମୟରେ । ଜିବନରେ ଆମ୍ଭେ ପାରୁ ନାହିଁ ଦେଖି ତୋ ଚକା ନୟନ ଥରେ ।
ଶିବ ଲିଙ୍ଗ ଆମର ନକାରାତ୍ମକ ଶକ୍ତି ନେଇଥାଏ ଏବଂ ଆମକୁ ସକରାତ୍ମକ ଶକ୍ତି ଦେଇଥାଏ ।
ଆପଣଙ୍କ ମତାମତ