ଡିଆଁ କୁଦ ଭରା ଜୀବନ ଜଞ୍ଜାଳେ, ବ୍ୟଗ୍ର ସିନା ଆମେ ଦିନରାତି, ଡିମିଡିମି ହୋଇ ଅନ୍ତରେ ଜଳୁଥାଇ ଓଡିଆ ପୀରତି ।
ଆଗପଛ ପର୍ବପର୍ବାଣି ପରଖି ଧାର୍ଯ୍ୟ କର ନିର୍ବାଚନ ଅଯଥା ରକତ ପାତ ହୋଇବନି ଧ୍ୟାନଦେଲେ କମିଶନ
ସବୁ ହୃଦୟରେ ସବୁ ସ୍ୱରୂପରେ ସମ ଭାବେ ପୁରି ଥାଇ କେମିତି ବର୍ଣ୍ଣିବି ଶବ୍ଦ, ରୂପ ଧରି
ମୃତ୍ୟ ଭିତରେ ଅମୃତର ଗାଥା ଗାଇ ଉଠ ବୀର ତୁହି ଅସୀମ ଆନନ୍ଦେ ଏ ସାରା ଜଗତ ଜାଗି ଉଠୁ ପ୍ରାଣ ବହି
ଶୀତଦିନେ କାଞ୍ଜି ଆଉ ଗ୍ରୀଷମେ ଛତୁଆ ପଣା ପୋଡପିଠା କରେ ବିଜ୍ଞାନୀ ଓଡିଆ ।
ପୂରୁବ ରାଇଜ ଗୁଳୁଗୁଳି ଖରା ଟାଣ ପୂରୁବ ପୁରୁଷ ଆମ କରିଲେ ବିଧାନ ।
ସୁରରେ ମିଳାଇ ସୁର, ପାଦ ଥାପି ପାଦ ଚିହ୍ନେ ମୋର, ଚାଲିବାକୁ ନେଇଥିଲ ଦୁର୍ବାର ଶପଥ ଦିନେ, ତଥାପି କିପରି କୁହ, ଅଧା ବାଟେ ଭୁଲି ଗଲ ଯେତେ ଥିଲା...
ଆକାଶର ନୀଳ ସେ ବନ ଅନଳ ଏ ମନର ଯେତେ ବ୍ୟଥା, ଶ୍ରାବଣର ପରି ଢାଳିଲେ ବି ଲୁହ ସରେନା ଏ ମନ କଥା ।
ସକାଳର ସୁରୁଜ କିରଣ ପଡି ଫୁଲ ଗଛ ସବୁ ହୀରା ମୋତୀ ପରି ଦିଶୁଛି କୋଇଲି ରେ କୁହୁ ତାନ ପ୍ରେମର ପରଶ ଦେଉଛି ଆଉ ମୋତେ ଲାଗୁଛି ଲାଜର...
ବୟସ ଆଜି ବି ପଚାରେ ମୋତେ ହାରିଛି କେତେ ମୁଁ ଜିତିଛି କେତେ ହରିବାଟା ସିନା କେହି ବି ଜାଣିନି ହେଲେ ବୟସ ତୁ ତ ଜାଣିଛୁ ଜିତି ଜିତି...
ଆପଣଙ୍କ ମତାମତ