ଏ ଜଙ୍ଗଲ ମୋତେ ଉତ୍ତେଜିତ କରେ ବସନ୍ତ ଆସିଲେ ଏଠି ଗଛ ମାନେ ନୂଆ ଶାଢ଼ୀ ପିନ୍ଧି ପ୍ରେମିକା ପ୍ରେମିକା ଲାଗନ୍ତି ।
ବାଜୁ ନାହିଁ ଶଙ୍ଖ କି ବୁଲୁ ନାହିଁ ସୁଦର୍ଶନ ଚକ୍ର , କାଟିବାକୁ ... ପାପୀ , ଦୁରାଚାରୀ, ଭ୍ରଷ୍ଟାଚାରୀ,
ମୋର ଅତି ଆପଣାର , ନିହାତି ନିଜର ମୋ ପୃଥିବୀର ଠିକଣା ।
ସେ ସାହୁକାର ବଡ଼ ଚତୁର ଝଡ଼ାଇ ନିଏ କିଛି ବଜାର ଦର କରେ ଅସ୍ଥିର ଜୀବନ ତା'ର ଛି ଛି ।
ତୋ ଚାହାଣୀରେ ଅଛି ବହୁ ଧାର ଚଲଉଚି ପୁରା ପ୍ରେମ ତୀର ଦରମରା ମୁଁ ହୋଇ ସାରିଲିଣି ଆଉ ମାରେନି ଈଶାନୀ ଲୋ ଈଶାନୀ ... ପ୍ରେମ ମଲମ ତୁ...
ଅଧା ସ୍ୱପ୍ନ ବଦଳରେ ନିଦ କିଣି ବାହାରିଛି ମୁଁ ଚାଲ ଆମେ ସାଥିରେ ଶୋଇବା !
ପ୍ରତିକ୍ଷିତ ସେଇ ମୂହୁର୍ତ୍ତ ଗୁଡିକ ଲାଗେ ଆଜି ନୂଆ ନୂଆ ବଡ଼ ଅମାନିଆ ହୃଦୟ ଏ ମୋର ଖୋଜେ ତୁମ ପ୍ରୀତି ଛୁଆଁ ।
ପବନ ! ବି ପହଞ୍ଚି ପାରିନି ମୋ ପାଖେ, ମୁଁ ହସୁଛି ତାର ଉଚ୍ଚତାକୁ ଦେଖି ।
ସୂର୍ଯ୍ୟର ଅହଂକାର ତାର ଉଦଣ୍ଡ ଉତ୍ତାପ ।
ମନ୍ଦିର ଭିତରେ ରତ୍ନବେଦୀ କାନ୍ଦେ ସରିଗଲା ବୋଲି ଖେଳ ସ୍ନାହାନ ମଣ୍ଡପ ଡ଼ାକେ ଜଗନ୍ନାଥ ହେଲାଣି ଗାଧୁଆ ବେଳ
ଆପଣଙ୍କ ମତାମତ