ନିଶାର୍ଦ୍ଧେ ଦେଖିଲି ସ୍ୱପ୍ନ ଖଣ୍ଡ ଖଣ୍ଡ ହେଲା ମୋ ମନ ପ୍ରାଚୀ ଅଖଣ୍ଡ ନିରବତାରେ ଆଜି ସନ୍ତାପର ସିନ୍ଧୁରେ ବୁଡ଼ି ମୁଁ ଚାଲିଛି...
ରାତି ଆସୁ ଆସୁ ତା' ଦେହକୁ କଣା କରି ଅମୃତ ତକ ପିଇ ଦେଇ ଶୋଇଯାଏ କଳାଘୁମର ଦୈତ୍ୟ ।
ତମର ମିଛ ମିଛ ରାଗ ଢେର୍ ସାରା ଅଭିମାନ ତମ ଓଠର ସେହି ଅମୃତବୋଳା ହସ ଆଉ ଆତ୍ମୀୟତାରେ (??) ଭର୍ ପୁର୍ ସେଇ ମାଦକ ଭରା ଚାହାଣି ।
ଦୁର୍ଲ୍ଲଭ ମାନସେ ଭିଆଣ କଲ ମାନବ ଜାତି ଅର୍ଦ୍ଧାଙ୍ଗରେ ପୁଂସ ବାମାଙ୍ଗେ ଅର୍ଦ୍ଧ ନାରୀମୂରତି !!
ନୃତ୍ୟରତ କେବେ ଗୀତ ଗୋବିନ୍ଦର ଅଭିମାନ ଭରା ଗୀତି ସାହିତ୍ୟରେ ସୋରିଷ ଫୁଲର ଜନଶୂନ୍ୟ ପଥେ କେବେ ତୁମେ ଥାଅ ସମୁଦ୍ର ପ୍ରାଙ୍ଗଣେ
ଅନ୍ଧାର ଆସିଲେ ଖସିପଡ଼େ ଆକାଶ, ଶୋଇପଡନ୍ତି ବନଗିରି, ପଶୁପକ୍ଷୀଗଣ ମାଆମାଟି ପଣତକାନିରେ, ସୂର୍ଯ୍ୟଙ୍କ ଡରରେ ଲୁଚିଥିବା ତାରାମାନେ ନାଚି ନାଚି ଗୀତ ଗାଆନ୍ତି ଜହ୍ନମାମୁଁ ପିଣ୍ଡା ତଳେ ତଳେ ।
ତାଜା ଫୁଲର ସୁବାସ ମହୁମାଛିକୁ ପାଗଳ ତ କରେ ଉଡିଆସେ ମହୁ ଚୋଷିବା ପାଇଁକି ତୁମ ରୂପର ସୁବାସ ପାଗଳ କରେ ମୋତେ ମହୁମାଛି ଭଳି ତୁମ ସୁଗନ୍ଧରେ
କେବେ ରାଧା ହୋଇ ଦେଖ.. ଅଧା ବି ତୁମେ..ଆଉ ଅଧା ବି ସେ !
ଭାଗ୍ୟକୁ ଯଦି ଦୋଷ ଦେବି ନାହିଁ ତେବେ ଦଉଛି ଦୋଷ ନିଜକୁ, ହେଲେ ପ୍ରତାରଣାର ପ୍ରତିଯୋଗିତାରେ ଦଣ୍ଡିତ କରିବି କାହାକୁ ???
ପାଣିପାଗ ସୂଚନାକେନ୍ଦ୍ର, ମନ୍ତ୍ରଣାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ସବୁଠି ତତ୍ପରତା
ଆପଣଙ୍କ ମତାମତ