ଚଡ଼କେ ଚମକି ନ ଯାଇ ତା’ ପରି କିଏ ଧାରା ଶିରାବଣେ ଭିଜାଇ ଭିଜାଇ ଦେହ । ଗହୀର ପାଟରେ ପଖାଳ ତୋରାଣି ପିଏ ଜୀବିକାପାଇଁ ଜୀବନକୁ ମଣି ହେୟ...
ଅସୁର ନାଶ କାରିଣୀ ଶତ୍ରୁସଂହାରିଣୀ ଅତୁଳ ତୋ ଭକ୍ତ ପ୍ରୀତି ଆଶିଷ ଦାୟିନୀ -୫-
ଯୋଗିନୀ କି ନାରୀ ନୁହଁ ! ଦେହ ଥିଲେ ମନ ଅଛି, ଦାହ ବି ଅଛି ପାପପୂଣ୍ୟର ତର୍ଜମା ତ ମୋତେ ଭଲଭାବେ ଜଣାଅଛି ସେପାଇଁ ପ୍ରଣୟୀ ହୋଇ ମୁଁ...
ଗ୍ରୀଷ୍ମର ପ୍ରଖରତାରେ ଅନୁଭବ କରେ ମୁଁ ତୁମ ସୁସ୍ମିତ ଶୀତ ଆଉ ବର୍ଷାର ସଙ୍ଗୀତ ମୋର ଏହି ନାନ୍ଦନିକତାର ସୁକ୍ଷ୍ମ କାରିଗରୀରେ ତୁମେ ଏକ ଛନ୍ଦମୟ କବିତାରେ ପାଲଟିଯାଅ
ଏ ସମୟ ତୁ ଏବେ ଧୀରେ ଧୀରେ ଯା କିମ୍ବା ଏ ମୃତ୍ୟୁ ତୁ ଏବେ ଧୀରେ ଧୀରେ ଆ ।
ଯଦି ଋତୁ ବଦଳିଲା ପରି ଜୀବନଟା ବଦଳୁଥାନ୍ତା ତେବେ ବୋଧେ କଷ୍ଟର ଅନୁଭୂତି ଟିକେ କମି ଯାଆନ୍ତା ।
ସାପ ବନି ଆଗକୁ ଲମ୍ବିଥିବା ରାସ୍ତା ଉପହାରରେ ଦେବାଲାଗି ପ୍ରସ୍ତୁତ ଧୂଆଁର ମାରଣ ବିଷ ।
ଲେଖୁଛି କାଟୁଛି ତୋ କଥା ଭାବି କେବେ ଗାରଉଛି ଖାଲି ତତେ ଭାବି ପାରିବୁନି ତୁ ମୋ ମନରୁ ଲିଭି ତୋ ପ୍ରେମ ପାଇଁ ମୁଁ ହେଲିଣି ଲୋଭି
ପର ଚପେ କନ୍ୟା ଭ୍ରୁଣ ବଧ ନୁହେଁ ଏ ତୋର ଅପରାଧ ତୋ ସ୍ମୃତି ରହିବ ସାଥେ ।। ।।
କେଉଁଠି ଲେଖିବି ତୁମର ନାମକୁ କାଗଜର ଲେଖା ଦିନେ ଲିଭି ଯିବ ଚିରିଯିବ ଖଣ୍ଡ ଖଣ୍ଡ ହୋଇ କିଛି ଦିନ ପରେ ଲେଖିବି ମୁଁ ମନ ସିଲଟରେ ତୁମର ନାମକୁ...
ଆପଣଙ୍କ ମତାମତ