ଗାଁ ଭଳି ଏଠି ଖୋଲାମେଲାରେ ବୁଲି ମନ ହାଲକା କରିବାକୁ କିଛିନାହିଁ ।
ତୁମେ; ମନରେ ଅଛ ନା ମନ୍ଦିରରେ ତୁମେ; ଶୂନ୍ୟରେ ଅଛ ନା ସାଗରରେ ତୁମେ; ପବନରେ ଅଛ ନା ପ୍ରାଣରେ ମୁଁ ଜାଣେନା ଅଜ୍ଞାନ ଖୋଜୁଛି ମୋ ହୃଦୟରେ ।
ବାପା ; ଚାହିଁଦେଲେ ଥରେ ତେଜହୀନ ସ୍ନେହମିଶା ଚାହାଣୀରେ ଲାଗେ,ସ୍ବର୍ଗର ଐଶଯ୍ୟ ମୋ ହାତ ପାହାନ୍ତାରେ ଖସି ପଡୁଛି ଚୁନାଚୁନା ତାରାଫୁଲ ପରି ॥
ମୋ ଧ୍ୟାନ ଭଗ୍ନ ହେଲା ମୁଁ ଫେରି ଚାହିଁଲା ବେଳକୁ ଆଖି ଖୋଲି ସାତ ରଙ୍ଗରେ ଭରିଥିଲା ମୋ ଚତୁଃପାର୍ଶ୍ୱ ।
ମୁଁ ବୁଝି ପାରୁନି କିଏ କାହିଁକି ମତେ ଜଣେଇଲା ଈଶ୍ୱରଙ୍କ ବୋଲି କେହି ଅଛନ୍ତି ସେସର୍ବ କର୍ତ୍ତା, ସର୍ବ ଜ୍ଞାତା
ରାତି ସାଜି ହରିନେଲ ନିଦ ମୋର ଫଗୁଣ ସାଜି ମହକ ସୁରୁଜ ସାଜି ହରିଲ ଆଖି ଜ୍ୟାେତି ହୃଦରେ ଭରି କୁହୁକ,
ଦେହର ଦୋଳିରେ ଝୁଲୁଛି ଜୀବନ କାଳଝଂଜା ବହେ ପଛରୁ ଶେଷ ଅଭିନୟ ଚାଲିଛି ଏବେ ତ ଜଳେ ବେଶି ଲିଭା ଆଗରୁ ।
ସବୁ ସରିସରି ଯେଉଁଦିନ ମୁଁ ଜୁଈରେ ପାଉଁସ ହେବି ସେତେଦିନ ଯାଏ ତୁମରି ସ୍ମୃତିକୁ ହୃଦୟେ ସାଇତି ଥିବି ।
ଜହ୍ନ ଆଲୁଅରେ ଝାପ୍ସା ଦିଶିଲା ମତୁଆଲା ଆଖିଦୁଇ ଢଳଢଳ ଡୋଳା ସତେ ବୁଝିନେଲା ଯେତେ ମନକଥା ମୋର ନିକଟକୁ ଆସି ଦୁଇ ହାତ ଧରି ପ୍ରେମେ ଆଲିଙ୍ଗନ କରି ଅଜଣା...
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
କେରାଏ ଦୁବପରି ଚେନାଏ ବିଶ୍ୱାସ ନେଇ କଅଁଳ ଛନଛନ ହୋଇ ବଦଳୁଚି ନାରୀର ଭାଗ୍ୟ ।
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ...
ନାହିଁ ତୋଟାମାଳ କିଆ ଗୋହିରୀ ଲୋକ ନାହିଁ ନଦୀ କୁଳୁ ସ୍ୱନ ବାଉଁଶ ବଣରୁ ଶୁଭୁନାହିଁ ଆଉ କୁଆ କୋଇଲୀ ଗୁଞ୍ଜନ ଗାଁ ଚଉପାଢ଼ୀ ପଡ଼ିଅଛି ଖାଲି ଜୀବନ ଯୁଦ୍ଧରେ...
କେତେ ଶତୃ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି ହାତ...
ମୁଁ ପ୍ରତୀକ୍ଷା କରୁନି ଆଉ ଏବେ ସକାଳ ବା ସନ୍ଧ୍ୟାକୁ ଜହ୍ନ କି ଆକାଶକୁ ସୁଖ କି ଦୁଃଖକୁ ସାହାଚର୍ଯ୍ୟା ବା ନିଃସଙ୍ଗତାକୁ ଫୁଲ କି ଫଗୁଣକୁ ।
ଏତେ ସବୁ ଦାୟୀତ୍ୱ ତୁଲାଇବାରେ ବାଜି ଲାଗିଲା ଜୀବନ ସାରା ବୟସ ଦେହଳୀରେ ଅଳନ୍ଧୁ ବାନ୍ଧିଲା ସମୟ ଇଚ୍ଛାର ବୁଢ଼ୀଆଣୀ ଜାଲରେ ଛନ୍ଦି ହେଲା ସ୍ୱପ୍ନ ଓ ସମ୍ଭାବନା, ତେବେ,...
ଦୁଃଖ ଅଛି ବୋଲି ତ ସ୍ୱପ୍ନ ଲୁଚକାଳୀ ଖେଳୁଛି, ଦୁଃଖ ଅଛି ବୋଲି ତ
କବିତାକୁ ଭେଟିବାକୁ ନିର୍ଦ୍ଦିଷ୍ଟ ସମୟର କ'ଣ ଦରକାର ? କବିତା ତ ବିଛେଇଛି ତା'ର କୋମଳ ପଣତ ଭୂମିରୁ ଭୂମା ପର୍ଯ୍ୟନ୍ତ ।
ତୁ କି ଜାଣିନାହୁଁ ଫଗୁଣ ଲୋ ସତେ ତୋ ଛୁଆଁର ମିଠା ଦାଗ ତରୁତୃଣ ଜୀବ ପୁଲକିତ ହୋଇ ହେଉଥାନ୍ତି ମୋହ ଭଙ୍ଗ ଏ ବେଳେ ନିଆଁରେ ଘିଅ ଦେଲା...
ଶିରିଶିରି ଏଇ ମଳୟ ଛୁଆଁରେ ଫୁଲ ଭରା ଉପବନ ନିରବଧି ମୋର ହୃଦେ ମଳମଳ ଶୁଭେ କାର ବଂଶୀସ୍ୱନ !!
ତା'ପରେ ଖୋଲିବ ତା'ର ଭାଗ୍ୟ ସୁଧୁରିବ ଏଇ ସମାଜର ଗତି ତିଆରି ହୋଇବ ରାମ ରାଜ୍ୟ ।
କେତେ ଶତ୍ରୁ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥୀ ହୋଇ ଯାଇଛନ୍ତି ଫେରି ସତ୍ୟ, ନିଷ୍ଠା, ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି...
ପତ୍ରରେ କମ୍ପନ, ଝରଣାରେ ସୁର ଆଉ ଖୁସିର ସପନ ସୁରଭିତ ମନ ତଳେ
ସୁବର୍ଣ୍ଣ ମୁକୁଟ ଦିଶେନା ସୁନ୍ଦର ଯେ ସୁନ୍ଦର ଦିଶେ ମୟୂର ଚୂଳ ଶୋଭା ଦିଶେ ନାହିଁ ରତ୍ନସିଂହାସନ ତୋତେ ଶୋଭା ଦିଶେ କଦମ୍ୱ ଡାଳ ।। ୦ ।।
ତୁମେ କୃପାସିନ୍ଧୁ ତୁମେ ଦୀନବନ୍ଧୁ ତୁମେ ଭକତ ବତ୍ସଳ ଅମୃତବିନ୍ଦୁ ତୁମେ. . .
ଆପଣଙ୍କ ମତାମତ