ସ୍ୱାର୍ଥଲୋଭୀ ରାଜନେତାମାନେ ନିଜ ନିଜର ବଳିଦତ୍ତ ପଣିଆକୁ ତ୍ୟାଗ କରି ଭୁଲକୁ ସଜାଡ଼ି ଦେଶର ଓ ଜାତିର ଉନ୍ନତି ନିମନ୍ତେ ନିଜକୁ ନିୟୋଗ କରନ୍ତୁ
ମଥାରେ ଲଗାଇ ଚନ୍ଦ୍ରମାର ବିନ୍ଦି, କୂଅ ପାଖେ ଏକଲାରେ ବସି କୁହେ ସୁଲୁ ସୁଲିଆ ମଧୁର ବାଣୀରେ ଅତୀତର ପ୍ରେମ କାହାଣୀ ।
ଗାଁ ମୁଣ୍ଡେ ଅନାଦି କାଳରୁ ଛିଡ଼ା ହୋଇଥିବା ସେ ବୃଦ୍ଧ ଆମ୍ବ ଗଛ !! ଯାହା ନିକଟେ ଋଣୀ ଗ୍ରାମବାସୀ !
ଚାଷୀର ବୀରତ୍ଵ ଜାଣ କ୍ଷେତ ଦେଖିକରି ଚାଉଳରୁ ଗୋଡି ପରି ଘାସ ଦିଏ କାଢି ।
ଟ୍ରାଫିକ୍ର ନାଲି, ସବୁଜ ଓ କମଳା ସଙ୍କେତ ଭିତରୁ ଖୋଜୁଥିଲି ତୋ ଦେହର ରଙ୍ଗ।
ସ୍ବାର୍ଥ ଲାଭ ପାଇଁ ମାରୁଥାଏ ତେଲ ସ୍ବାର୍ଥ ପ୍ରାପ୍ତି ମାତ୍ରେ ଭୁଲିଯାଏ ମୂଲ । ବାହାରୁ ନିଜର ଦେଖେଇ ହୁଅନ୍ତି ଅନ୍ତରୁ ଅହି ସମ ଫଁ ଫଁ ହୁଅନ୍ତି ।
ମାଟିର ବାସନା ଶଶିର ଜୋଛନା ଭୁଲି ହେଲ ସ୍ୱାର୍ଥପର ପିତାମାତାଙ୍କର ସ୍ନେହ ଭୁଲିଗଲ ଦାସ ହେଲ ସହରର।୨।
ଜଗତର ନାଥ ଜୟ ଜଗନ୍ନାଥ ସର୍ବେ ତୁମେ ପୂଜନୀୟ, ହିନ୍ଦୁ ମୁସଲିମ ଶିଖ ପାର୍ସୀ ବୌଦ୍ଧ ସର୍ବଧର୍ମ ସମନ୍ୱୟ।୭।
ଓଡ଼ିଆ ଭାଷାକୁ ହୀନ ମନେ କରି ନ ମଣ ତାହାକୁ ହେୟ, ଓଡ଼ିଆ ଭାଷାର ପ୍ରାଚୀନତା ଜାଣ କାହାକୁ ବା ତୁମ ଭୟ
ଆପଣଙ୍କ ମତାମତ