ବାଟୁଳିର ଗୁଳି ଭଳି ଛୁଟୁ ଥିଲା ଅହର୍ନିଶ ସେଠି ବି ନିଅଣ୍ଟ ହେଲା ଶବ୍ଦ ବର୍ଣ୍ଣବୋଧର ଅଣଚାଶ ଅକ୍ଷର ଉଡ଼ିଗଲେ ଅଣଚାଶ ବାଆରେ ।
ମୋ ଗାଁ ଚାଷି, କ୍ଷେତରେ ପଶି କାମ କରିଚାଲେ, କି ଦିନ ରାତି । ହାଡ଼ ଭଙ୍ଗା କାମ ଆମ ଚାଷିର କରିବାକୁ ଯିଏ ଯୋଗାଏ ବଳ ସେ ତ...
ସେ ବୁଢ଼ୀ ବୋଧହୁଏ ପହଞ୍ଚି ସାରିଛି ମୃତ୍ୟୁ ପାଖରେ କିନ୍ତୁ ଦୌଡୁନାହିଁ ହଁ ଏ ଯୁବକ ବୋଧେ ଦୌଡୁ ଦୌଡୁ ଧକ୍କା ଖାଇ ମରିବ
ଆକାଶେ ଶୀତଳ ପହିଲି ସୁରୁଜ ମନେ ସପନର ରାତି ବାହାରେ ଶୀତର ହେମାଳ ପରଶ ମନ ତଳେ କେତେ ତାତି ।
ମା' ଯେ ମା' ଏମିତି ମା' କାହାର ଜମା ନାହିଁ ଏକଥା ନିତି ମନରେ ଭାବେ ମା'କୁ ଚାହିଁ ଚାହିଁ
ଆଗଭଳି ପ୍ରେମିକାର ଚଞ୍ଚଳ ଚାହାଁଣୀ ନେଇ ଧାଉଁ ନାହିଁ, ନାଲିରଙ୍ଗ ଓ ଓଢ଼ଣୀ ଉଡ଼େଇ ଚାହୁଁନାହିଁ ଲାଜୁଆ ନୟନ ମେଲି ସୁହାଦ ବଧୂଟି ଭଳି ସିନ୍ଥିରେ ତା' ସିନ୍ଦୂର ସଜେଇ...
ବୁଢ଼ା ବାପ ଶ୍ୱାସ ଯୋଗୀ ପ୍ରାପ୍ତ ବୟସ୍କା ଝିଅର ବୋଝ ବୋହି ବୋହି ଅଣନିଶ୍ୱାସୀ ହୋଇଯାଏ ହରିଦାସ ଆଉ ଯୌତୁକର ତାଲିକାକୁ ବାରମ୍ୱାର ପଢୁଥାଏ
ବରଷା କହେ ନାଚି ନାଚିକା ଆ' ମୋ ପାଖେ ଜଲଦି ଗଛରେ କିଆଁ ଚଢୁଚୁ ଆରେ ପଡ଼ିବୁ ଖସି ଅଇଁଠୁ ।
ଆପଣଙ୍କ ମତାମତ