କରୁଣ ସେ ଦୃଶ୍ୟ, ମୁହଁ ସବୁ ବିଭତ୍ସ ବିମର୍ଷ ଏକ ଅଶାନ୍ତ ଉପନିବେଶ ଇଏ ମୋ ମାଟି ମୋ ଗାଁ ମୋ ଦେଶ ରହି ରହି ଶୁଭେ ଦାରିଦ୍ର୍ୟର କ୍ରୁର...
ସେ ଏଇ ମାଟିର ମଣିଷ ତ୍ୟାଗ ଓ ଆଦର୍ଶରେ ଗଢିଛି ସେ ଦେଶ ମାଟି ପରେ ବୁଣି ମୁଠା ମୁଠା ଯଶ ସ୍ମୃତିର କ୍ୟାନଭାସ ପରେ ଲେଖିଛି ସେ ସ୍ୱର୍ଣ୍ଣ...
ମେଘର ପ୍ରେମିକା ବର୍ଷାର ସ୍ପର୍ଶରେ ମହକି ଯାଏ ମିଠା ମିଠା ବାସ୍ନାରେ ବସା ବାନ୍ଧେ ସ୍ୱପ୍ନ ମନରୁ ଇଚ୍ଛାଟିଏ ମୁକୁଳି ଆସେ ଆନମନା କରେ ତନମନକୁ
ବସି ଯିବାକୁ ଚାହେଁ ତୁମ ସାଇକେଲ ଆଗେ ବୁଲି ବଜାରକୁ,ଆତ୍ମାଭରି ଖାଇବାକୁ ହରି ଦୋକାନର ସେଇ ବରା ଗୁଲଗୁଲା ପୁଣି ।
ଡିଆଁ କୁଦ ଭରା ଜୀବନ ଜଞ୍ଜାଳେ, ବ୍ୟଗ୍ର ସିନା ଆମେ ଦିନରାତି, ଡିମିଡିମି ହୋଇ ଅନ୍ତରେ ଜଳୁଥାଇ ଓଡିଆ ପୀରତି ।
ଆଗପଛ ପର୍ବପର୍ବାଣି ପରଖି ଧାର୍ଯ୍ୟ କର ନିର୍ବାଚନ ଅଯଥା ରକତ ପାତ ହୋଇବନି ଧ୍ୟାନଦେଲେ କମିଶନ
ସବୁ ହୃଦୟରେ ସବୁ ସ୍ୱରୂପରେ ସମ ଭାବେ ପୁରି ଥାଇ କେମିତି ବର୍ଣ୍ଣିବି ଶବ୍ଦ, ରୂପ ଧରି
ମୃତ୍ୟ ଭିତରେ ଅମୃତର ଗାଥା ଗାଇ ଉଠ ବୀର ତୁହି ଅସୀମ ଆନନ୍ଦେ ଏ ସାରା ଜଗତ ଜାଗି ଉଠୁ ପ୍ରାଣ ବହି
ଶୀତଦିନେ କାଞ୍ଜି ଆଉ ଗ୍ରୀଷମେ ଛତୁଆ ପଣା ପୋଡପିଠା କରେ ବିଜ୍ଞାନୀ ଓଡିଆ ।
ପୂରୁବ ରାଇଜ ଗୁଳୁଗୁଳି ଖରା ଟାଣ ପୂରୁବ ପୁରୁଷ ଆମ କରିଲେ ବିଧାନ ।
ଆପଣଙ୍କ ମତାମତ