ଯାହା କିଛି କମିଛି ସବୁ ତମ ଭିତରୁ, ଦିନ ଆସିବ ତମେ ଦେଖିବ ଓ ଜାଣିବ ବି ଏମିତି କେମିତି ଅନ୍ୟାୟ ଭାବରେ ମୋତେ କଷ୍ଟ ହିଁ ଦେଇ ଚାଲିଛ...
ତେବେ ବି ହଜାଇଦେବାର ଭୟରେ.. କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା ଜୀବନର ଅନ୍ୟନାମ ପରିବର୍ତନ !
ସତ୍ୟର ମଙ୍ଗ ଧରି ଯେଉଁ ମାଟିରେ ଫୁଙ୍କି ଦେଇଥିଲ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର, ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର...
ନାରୀଟିଏ କନ୍ୟା ଭ୍ରୁଣଟିକୁ ମାରେ ନାରୀଟିଏ ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।
ଏତେ ଦିନ ପରେ ମୋତେ ନଜଣାଇ ପୂର୍ଣ୍ଣ ଚନ୍ଦ୍ର ତ ଆସିଛି ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।
ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି ରାଶି ରାଶି ଆୟୁ ଲୋଟିଯାଏ ତୋ ମାଂସର...
ମୋ ଉପରେ ଏତେ ଲାଞ୍ଛନା! ବେହିସାବ ଦାଗ ମୋ ଲୁଗାରେ, କେଜାଣି କି ଭାବେ ଦିଶିଯାଉଥିଲା !!
ତୁମ ଦେହେ ଭରା କଳଙ୍କ, ମୋ ପଣତ କାନିରେ ଦାଗ, ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ ମୋ ହସରେ ନାହିଁ କାଳେ ବାଗ !
ମୋତେ ଆଶ୍ଚର୍ଯ୍ୟ ଲାଗେ ତୁମେ ରାତିରେ ମୋ ସ୍ୱପ୍ନରେ ପୁଣି ଦିନ ଆଲୁଅରେ ବାସ୍ତବରେ କେମିତି ଆସ ?
ଲାଗୁଚି ମତେ ବଞ୍ଚିପାରିବିନି, ତୋ ବିନା ଗୋଟେ କ୍ଷଣ ଯାହା ବି ହଉ ରହିବୁ ମୋ ପାଖେ, ସବୁ ଦିନ ଦେଲି ରାଣ ।
ଆପଣଙ୍କ ମତାମତ