ଲାଲ ରକ୍ତ ସମ ସରସର ଦେହ ପାହୁଣ୍ଡ ପଡୁ ନ ଥିବା ଲଡ ଖଡ଼ କଅଁଳ ପାଦ ନୀଳ ହ୍ରଦ ପରି ଗଭୀର ଦୁଇଟି ନେତ୍ର କେଉଁ ଏକ ପରମ...
ନିରୂପଣ କରିଦେଲ, ମୋହ ମାୟାରେ ଆଚ୍ଛନ୍ନ ଏ ସଂସାର ଭିତରେ, କିଏ ଅବିଶେଷ ଏବଂ କିଏ ଅବିଚ୍ଛିନ୍ନ ।
ହେଲେ ମୁଁ ତୁମକୁ ଭଲପାଏ, ତୁମେ ନ ଚାହିଁଲେ ବି ଭଲପାଏ, କାହାଠୁ କିଛି ଶୁଣି, ଜାଣି ନୁହେଁ, ମୋ ଇଚ୍ଛା ଅନୁସାରେ, ଅନ୍ଧପରି ଭଲପାଏ ।
ସାଗରୁ ହଜିଛି ସ୍ୱରଙ୍ଗ ନିଳୀମା ସୈକତୁ ହଜିଛି ସ୍ୱର୍ଣ୍ଣ ଢ଼େଉ ହରାଇଛି ତା ଗର୍ବ ଗାରିମା ମୋହୁନାହିଁ ଆଉ କର୍ଣ୍ଣ
ମନେ ମନେ, ରହି ରହି, ବାରମ୍ବାର ଗୋଟେ କଥା ଆସେ ମୁଁ ତୋର ଆପଣାର ଅତି ଆପଣାର, ମତେ କାଇଁ ଛନ୍ଦିଲୁ ତୁ ଆଉ କାହା ହାତେ ।
କେମିତି ସେ ଆନ୍ତରିକତା ଗଭୀର ରାତିର ନିଶାସକ୍ତ ମଣିଷର କାମୁକ ପଣିଆ କ୍ଷତକର ମୋର ରକ୍ତବାହି ଧମନୀ ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।
ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି । ବହଳ ଅନ୍ଧାରେ ବିଷମ ପଥ ମାଡ଼ି ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।
ହାତୀ- ଛତି ହୀରା-ମୋତି ପାଶେ ସିନା ନାହିଁ, ସାଇତିଛି ସ୍ନେହ ସିନ୍ଧୁ ଛାତିରେ ତୋ' ପାଇଁ ।
ନର ଜୀବନରେ ସଦାବେଳେ ଭାବେ ଏକା ଅଛି ସିଏ ଦୁଃଖେ ଅନ୍ୟ କୁ ଭଲରେ ଦେଖିଲେ ଜାଣିବ କେହି ନାହିଁ ଏଠି ସୁଖେ ।
ସେଦିନ ତାରାଟି ଖସିଲାବେଳେ , ମୁଁ ମାଗିଥିଲି ଜାଣ କାହାକୁ ? ଆମର ସେଇ ପୁରୁଣା ସ୍ମୃତିକୁ ଫେରାଇ ଦେବାକୁ !
ଆପଣଙ୍କ ମତାମତ