ସମ୍ପର୍କ ର ସେତୁ ଟିଏ ଗଢିବାକୁ ଚାହେଁ, ବିଶ୍ଵାସର ମୂଳଦୁଆ ଦେଇ,...
ଯେପରି ଶାନ୍ତ ପାଲଟି ଯାଏ ସମୁଦ୍ର କେତେ ଯେ ଶାମୁକା ଓ ଶଙ୍ଖ ବିଖାରି ହୋଇ ପଡ଼ିଛନ୍ତି ଉପକୂଳରେ ମନଯେ ଏକ ସୂକ୍ଷ୍ମ ଆଇନା ବୋଲି ଶୁଣିଥିଲି. . ....
ମମତାର ମୂର୍ତ୍ତିଟିଏ ଭାଙ୍ଗି ଆଜି ଖଣ୍ଡ ଖଣ୍ଡ କନ୍ୟା ନାଶର ପ୍ରତିବାଦେ ସମାଜ ଦେଇଛି ଦଣ୍ଡ ।। ।।
କିଛି ଅଯଥା କୋଳାହଳରୁ ମୁହଁ ଫେରାଇ ଅନୁଭବ କଲି.. କୋଳହଳର ତୀକ୍ଷ୍ଣ ଛୁରିକା ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ମୋ ପୂର୍ବରୁ କେହି ଜଣେ ଥିଲା ମାଆ ଗର୍ଭରେ ହସୋଉଥିଲା, କନ୍ଦୋଉ ଥିଲା ଓ ଶୋଇ ଦେଉଥିଲା ନାନାବାୟା ଗୀତରେ ।
ଏଇ ଜୀବନଟା ଖାଲି ଅଭାବମୟ, ଅଭାବର ବେଳାଭୂମିରେ ଘର କରି ଦୁଃଖ ସାଗରର ଲୁଣି ହାୱା ସବୁ ସ୍ୱପ୍ନ ଆଶା ଓ ସ୍ୱାଭିମାନକୁ ମିଳେଇ ଦେଲାଣି ।
ରାବଣର ସ୍ୱର୍ଣ୍ଣଲଙ୍କା ରାମାୟଣେ ବର୍ଣ୍ଣିତ ବାସନାରୁ ନିବୃତ୍ତି, ଅହିଂସାର ଦୀକ୍ଷା ବୁଦ୍ଧଙ୍କର ବାଣୀ
ଶରଣ ଯିବ ଯେଉଁ ଜନ କଳାଶ୍ରୀ ପାଦେ ତାର ସ୍ଥାନ ।
ପୁଣି କେତେବେଳେ କଳୁଷିତ କରେ ଲେଖାଟିରେ ଭରି ଦ୍ୱିଅର୍ଥ ପାଠକ ପଢ଼ି ଦ୍ୱନ୍ଦରେ ପଡେ ସ୍ରଷ୍ଟାର ଅଛି ଏଠି କି' ସ୍ଵାର୍ଥ ?
କାହିଁ ନେତ୍ର ନୀର ବହିଯାଏ ନୀତି ନିଶ୍ୱାସର ଗୁନ୍ଥି ମାଳି ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି...
ଆପଣଙ୍କ ମତାମତ