ଜୀବନକୁ ସରଳ ସୁନ୍ଦର ରଖିବାରେ ସ୍ୱାସ୍ଥ୍ୟର ଭୂମିକା ଖୁବ ବେଶୀ ।
ତମକୁ ପାଇବା ଆଶାରେ ଅବାଟ ବାଟ ପାଲଟେ ବାଟ ଅବାଟ . ତମକୁ ବୁଝିବା ଆଶାରେ ନିଜେ ନିଜ ପାଖେ ଅବୁଝା ମୁଁ ହୁଏ ହେଲେ ତମକୁ ଖୋଜିବା ଚାଲିଥାଏ...
ତିନିଜଣ ସଂରକ୍ଷଣକାରୀଙ୍କର ପ୍ରାୟ ୨୦୦ ଘଣ୍ଟାର କଷ୍ଟସାଧ୍ୟ କାମ ପରେ ବିଗ୍ରହ ଗୁଡିକର ରୂପ ସଜ୍ଜା ପୁଣିଥରେ ପୂର୍ବପରି ହୋଇଥିଲା । ଏଥିରେ ଅତ୍ୟାଧୁନିକ ସଂରକ୍ଷଣ ଟେକ୍ନିକ୍ସବୁର ଉପଯୋଗ ହୋଇଥିଲା...
ମୋ ଦୁଃଖ ମୋର ମୋ ଏକାନ୍ତ ନିଜର ସେଥିରେ ଭାଗ ନାହିଁ, ଟିପେ ହେଲେ ବି ତମର ।
ମୁଁ ଏମିତିକା ଏକ ବନ୍ଦ କୋଠରୀରୁ ତମକୁ ଦେଖିଲା ବେଳେ, ମୋର ମନେ ହୁଏ ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ
ମୁଁ କଣ ସମୟର ଅଧୀନ ଯେ କାଳକ୍ରମେ ତମେ ହଜିଯିବ ମୋ ଆକାଶରୁ !
ଅଧା ସ୍ୱପ୍ନ ବଦଳରେ ନିଦ କିଣି ବାହାରିଛି ମୁଁ ଚାଲ ଆମେ ସାଥିରେ ଶୋଇବା !
ତମ ନୀରବତା - ଜହ୍ନରାତି ସମୁଦ୍ରର ଢେଉ - ମୋ କାକଳି ପାଇଁ ଜୀଇଁ ଥାଉ - ଜୀଇଁ ରହିଥାଉ ତମ ନୀରବତା ଜହ୍ନରାତି ।
ମୋ ସ୍ୱପ୍ନ ସବୁ ରୂପ ନିଏ ତମ ଦେହ ଅଗଣାରେ ସଜେଇ ତମକୁ ନାଲି ନୀଳ ଓଢ଼ଣା ଜରିରେ ।
ସ୍ଫଟିକ ସ୍ଵଚ୍ଛ ଶାନ୍ତିର ସଂଜ୍ଞା ଦୁଃଖରେ ଲୁଚିଥାଏ ସେ ନଈର ପାଣି ପରଶର ମଣି ଜୀବନକୁ ଧନ୍ୟ କରେ ।
ଆପଣଙ୍କ ମତାମତ