ଲୋକଟି ଦେଖିବାକୁ କଳା ହେଳେ କ'ଣ ହେବ , ତା'ର ଆତ୍ମିୟତାରେ ମୁଁ ଅଭିଭୂତ ହୋଇଗଲି ।
ଗଣତାନ୍ତ୍ରିକ ବିଧି ବ୍ୟବସ୍ତା ଅନୁସାରେ ନିର୍ବାଚନ ଜିତିବା ପାଇଁ ମିଛ ପ୍ରତିଶୃତି ଦେବା ଦୋଷାବହ ନୁଁହ । ଏଭଳି ମିଛ ପ୍ରତିଶୃତି କୁ ‘ଜୁମଲା’ କୁଆଯାଏ ।
'ବାପାଙ୍କ ସ୍ୱପ୍ନ' ହେଉଛି ବୋକା ବନେଇବାର ଅସ୍ତ୍ର, ଅସଲ କଥା ହେଲା ଗାଦି ମାଡି ବସି ଲୁଟି ଖାଇବା ।
ସେ ରାଜା ତେଣୁ ତାଙ୍କର କିର୍ତ୍ତୀ ଅମର ହେବ ଆମର କାହିଁକି ନୁହେଁ । ଆପଣ ସମାନ ଆଶୀର୍ବାଦ ମୋତେ କାହିଁକି ଦେଉ ନାହାନ୍ତି ।
ସରିତା ଛିଡା ହୋଇ ଥିଲା ନିର୍ବିକାର ଭାବେ ତାର ଏଇ ସଦ୍ୟ ଲଣ୍ଡା ମୁଣ୍ଡ ନେଇ । ତାର କଳା ମଚ ମଚ ଘନ କେଶ ର ବେଣୀ ଟି...
ଅଭାବ.. ଅଛି ଲୋ ବୋଉ.. ବାସ ତା ସ୍ୱରୂପ ବଦଳି ଯାଇଛି…ଏଇ କିଛି ବର୍ଷ ଭିତରେ !!!
ତା ପାଇଁ ଆଶ୍ରମ ପାଲଟି ଗଲା ଅଜସ୍ର ପ୍ରେରଣାର ଉତ୍ସ, ଶାନ୍ତିର ତପୋବନ, ଦିବ୍ୟତାର ଦେବାଳୟ ଏବଂ ଭବ୍ୟତାର ଭୂ-ସ୍ୱର୍ଗ ।
ମା, ଆଜି ତମେ ଖାଇବାକୁ ଦେଲ, ତମେ ମୋ ପାଇଁ ଭଗବାନ । ମୁଁ କେତେ ବର୍ଷ ହେଲା ଏମିତି ଗାଁ ଗାଁ ବୁଲୁଛି ମନେ ନାହିଁ, ଏଇ ପିଲାଙ୍କ...
ହସକୁରିଆ ବୋହୂଟା ସେ ଆମ ଗାଁ ର, ଯାହାକୁ ଦେଖିଲେ ଭଲମନ୍ଦ ପଚାରେ
ହେ ବେତାଳ, ରାଜା ଭାନୁ ପ୍ରତାପ ବୀରଭଦ୍ରଙ୍କ ସୁପାରିଶ କ୍ରମେ ହିଁ ନିତ୍ୟାନନ୍ଦଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି । ନିଜେ ବୀରଭଦ୍ର ଜଣେ ଧର୍ମ ପରାୟୟଣ, ସତ୍ଯନିଷ୍ଠ ଏବଂ କର୍ମପରାୟଣ ବ୍ଯକ୍ତି...
ଆପଣଙ୍କ ମତାମତ