ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ...
ତ୍ରୀଯାମା, କ୍ଷଣଦା, ରାତ୍ରି,ବିଭାବରୀ , ନିଶା, ତମୀ, ନିଶୀଥିନୀ ଶର୍ବରୀ, ଯାମିନୀ, କ୍ଷପା ବ୍ୟତିରେକେ ରଜନୀ ଓ ତମସ୍ଵିନୀ ।
ହାଏ ମୋ ଜନନୀ କାହିଁ ମାରିଲାନି ଜନ୍ମ ଅବସ୍ଥାରେ ସତେ... ଆଜି ମୁଁ କହୁଛି ନେଇଯାଅ ପ୍ରଭୁ ଏହି ମୂହୁର୍ତ୍ତରେ ମୋତେ ।
ଯେଉଁ ଦୂର୍ବାର ଆଶା ନେଇ ଆଗେଇ ଚାଲିଥିଲି ସମସ୍ତ ଯାତନାକୁ ସହି, ମଉଳି ଗଲାଣି ସେ ମଉଳିନି ଫୁଲର ବାସ୍ନା ଝଡ଼ର ପରଶେ ଦୂର୍ବାର ପ୍ରାଚୀର ଗଲାଣି ଭାଙ୍ଗି ।
ମୋ ସ୍ୱପ୍ନ ସବୁ ରୂପ ନିଏ ତମ ଦେହ ଅଗଣାରେ ସଜେଇ ତମକୁ ନାଲି ନୀଳ ଓଢ଼ଣା ଜରିରେ ।
ଦୋଳବେଦୀ ପାଖ ନଡ଼ିଆଗଛମାନଙ୍କ ଫାଙ୍କରେ ସେ ଫାଳିକିଆ ଜହ୍ନ
ଦିନ ଥିଲା ଯେବେ ଆମେ ଦିହେଁ ଭିଜିଥିଲେ ପ୍ରେମର ପହିଲି ବର୍ଷାରେ ହୃଦୟରୁ ହୃଦୟକୁ ଦୂର କରି ତୁମେ ଚାଲିଗଲା ପରେ
ବନ୍ଦ ଝର୍କା ନିବୁଜ ଦରଜା ଡେଇଁ କାୟା ବିସ୍ତାର କରୁଛି ବିଜୁଳିର ବିକଟ ଆଭା ଘଡ଼ଘଡ଼ିର ମସ୍ତ ଶବ୍ଦ ।
ମା ତୋ ହୃଦ ଆଦରରେ ଭରା ମୁଁ ଅଲୋଡା କଣ୍ଢେଇ ଟିଏ ସେ ଆଦର ଯତ୍ନ ପାଇବା ପାଇଁକି କଣ ମୁଁ ଦାବିଦାର ନୁହେଁ ?
ଲାଗୁଥିଲା ସେ ଛାଡିଆସିଛି ନିଜକୁ ଠିକଣାହୀନ ଲଫାପାରେ ଅଥବା ଫେସବୁକର କମେଣ୍ଟ ବକ୍ସରେ !
ଆପଣଙ୍କ ମତାମତ