ତୁମେ ପାଶ୍ଚାତ୍ୟ ସଂସ୍କୃତି ପଛେ ଧାଇଁ ଥିଲ ମୁଁ ତ ଗାଉଁଲି ସଭ୍ୟତା ପଛରେ ତୁମେ ଶୋଷଣ କରିକି ଅଗ୍ରଗତି କର ମୁଁ ତ ପ୍ରାଣ ଦିଏ ମାତୃ ସେବାରେ।
ଖୋଜିବନି ମୋ ବାହୁର ଉଷ୍ମ ଆଲିଙ୍ଗନ କି... ଖୋଜିବନି ମୋ ଅଙ୍ଗୁଳିର କୁହୁକ ସ୍ପର୍ଶ !!!
ହଁ ତୁମେ ତୁମ କର୍ତ୍ତବ୍ୟ କରୁଛ ସତରେ କ'ଣ ଏତେ ବ୍ୟସ୍ତ ମୋ କଥା ଭୁଲି ଯାଉଛ।
ରାଗ ଅଭିମାନ ଦୋଷ ସବୁ ପରା ଭୁଲି ମୋର ତୁ ଯେ ନେଉ କୋଳେଇ, ପଭୁ ଙ୍କୁ ମୁଁ ଯେ ଦେଖି ନାହିଁ ପରା ପ୍ରଭୁ ଙ୍କ ଶ୍ରୀମୁଖ ତୋ...
ନିଜ ରଚନାକୁ ପ୍ରାଣ ଦେଇ ଯିଏ ଦୁନିଆର କଷ୍ଟ ସହେ , ତାନାମ ପୁଣି ଦୁନିଆ ଦିନେ ନିଜ ମୁଖରେ ଗାଏ ।
ତୁ ପୁଣ୍ୟ ସମୀର ଜଗତର ବୀର। ପରମ ଉଦାର କାଳିଆ ଠାକୁର।।
ପୁଣି ଫେରିବାକୁ ଇଚ୍ଛା, ଇତିହାସର ସେ ପୁରୁଣା ପୃଷ୍ଠାକୁ
ମୋର ଏଇ ଭଗ୍ନ ପରିତ୍ୟକ୍ତ ଧୂଳି ଧୂସରିତ ଅବସ୍ଥା ଦେଖି ତୁମକୁ କଷ୍ଟ ଲାଗେନା ?
କିନ୍ତୁ ଅନେକ ଦିନ ପରେ ସେ ପୁଣି ଫେରିଲା ଜାଣିହେଲାନି କିଏ ସେ ଆସିଲା କଣ୍ଟା, ଫୁଲ ନା ପ୍ରଜାପତି ?
ମନ ମଉସୁମୀ ମଉନେ ମଉନେ ଛୁଇଁ ଯାଏ ଚଉପାଶ ଜଳଧାରା କଳକଳ ବହିଯାଏ ଫିଟିପଡେ ଝୀନବାସ ।।
ଆପଣଙ୍କ ମତାମତ