ତା ପାଇଁ ଆଶ୍ରମ ପାଲଟି ଗଲା ଅଜସ୍ର ପ୍ରେରଣାର ଉତ୍ସ, ଶାନ୍ତିର ତପୋବନ, ଦିବ୍ୟତାର ଦେବାଳୟ ଏବଂ ଭବ୍ୟତାର ଭୂ-ସ୍ୱର୍ଗ ।
ମୋ ମନ ମାନଚିତ୍ରକୁ ବିଭକ୍ତ କରିଦେଲ ଜୀବନରେ ଆସି ବିଷୁବ ରେଖା ପରାୟେ, ଏ ଜୀବନ ଭୂଗୋଳ ପୋଥିରେ ତୁମେ ରହିଅଛ ତୁମ ମୁହଁ ଉଙ୍କିମାରେ ଅକ୍ଷାଂଶରୁ ଦ୍ରାଘିମା ଯାଏ...
ମା, ଆଜି ତମେ ଖାଇବାକୁ ଦେଲ, ତମେ ମୋ ପାଇଁ ଭଗବାନ । ମୁଁ କେତେ ବର୍ଷ ହେଲା ଏମିତି ଗାଁ ଗାଁ ବୁଲୁଛି ମନେ ନାହିଁ, ଏଇ ପିଲାଙ୍କ...
ପ୍ରଭୁ ତୁମେ ପାହାଚର ପ୍ରଥମ ସୋପାନ ପ୍ରଭୁ ତୁମେ ପଥିକର ସର୍ବୋଚ୍ଚ ସିଂହାସନ ପ୍ରଭୁ ତୁମେ ପ୍ରଭାତର ସୁନେଲୀ କିରଣ ପୁଣି ତୁମେ ସନ୍ଧ୍ୟାର ସାନିଧ୍ୟ ସମର୍ପଣ ।
ନାମ ରାଜନୀତି ବନ୍ଦ ହେଉ , ପଟେଲଙ୍କ ଆତ୍ମନିର୍ଭର ଭାରତ , ଗାନ୍ଧୀଙ୍କ ରାମରାଜ୍ୟ , ନେହେରୁଙ୍କ ସାର୍ବଭୌମ , ଧର୍ମ ନିରପେକ୍ଷ ଗଣତନ୍ତ୍ର ଭାରତ ମାତା ଙ୍କର ମସ୍ତକ...
ଆମେ ସବୁ ଷଡ଼ଯନ୍ତ୍ରକାରୀ ଧରା ପଡ଼ିଯାଇଥିଲେ ବି ଗାନ୍ଧୀଜୀଙ୍କ ହତ୍ୟା ସୁନିଶ୍ଚିତ ଥିଲା ବା ରୋକିବା ସମ୍ଭବ ନଥିଲା ।
ଗୁଣ-ଆଶ୍ରୟେ ଲୀଳାମୟୀ ତୁମେ ଶାଶ୍ୱତ-ସନାତନୀ, ପରିତ୍ରାତା ଶରଣାଗତେ, ଚାମୁଣ୍ଡା, ନାରାୟଣୀ ।
ତାଙ୍କ ଅନୁଭବରେ ସମସ୍ତଙ୍କ ମଧ୍ୟରେ ସେଇ ହାଡ଼, ରକ୍ତ, ମାଉଁସ ଅଛି; କେହି ଭିନ୍ନ ନୁହନ୍ତି । ସେହି ଅଭିନ୍ନତାର ପରମ ଅନୁଭବ ହିଁ ତାଙ୍କୁ ଜଗତର ଉଦ୍ଧାର ପାଇଁ...
ତୁମେ କହିଥିଲ ଅପେକ୍ଷା କରିବ ନାଟକ ସରିବା ପାଇଁ ନାଟକ ସରିଲା ଜହ୍ନ ଲିଭିଗଲା ତୁମେ ତ ଫେରିଲ ନାହିଁ ।
ମଳୟ ପାଇଁ ତା’ ମନରେ ଏତେ ଦୁର୍ବଳତା ଥାଇ ମଧ୍ୟ ସେ କେମିତି ମୟଙ୍କଙ୍କୁ କହିପାରିଲା “ୟୁ ଆର ଦ ଫାଷ୍ଟ ଆଣ୍ଡ ଲାଷ୍ଟ ପରସନ ଇନ ମାଇଁ ଲାଇଫ“
ଆପଣଙ୍କ ମତାମତ