ପଶୁମାନଙ୍କଠାରେ ମାନବିକତାର ପରିସ୍ଫୁଟନ ସାମାଜିକ ଗଣମାଧ୍ୟମରେ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି! ମଣିଷ ନିଜ “ମଣିଷପଣିଆ” ପ୍ରମାଣିତ କରିବାରେ ପଶୁମାନଙ୍କଠାରୁ ପଛୁଆ ହୋଇ ନରହୁ
ଏଇ ସେଇ ଆମ ଇସ୍ପାତ ସହର ରାଉରକେଲା !
କେମିତି କଟିବ ଏକେଲା ଜୀବନ ନୀରବତା ଭରା ଛାଇ , ସାଥୀ ବିନା ଏଇ ନିରୋଳା ରସ୍ତାଟା କରିଦିଏ ମନ ବାଇ.....
ତା ନଜରଟା ପଡିଗଲା କନ୍ଥରେ ଝୁଲୁଥିବା ତାର ସେଇ ନୂଆବୋଉର ହସ ହସ ମୁହଁ ଉପରେ ।
ଭଜନ ଗାଇ ଗାଇ ଆଗକୁ ବଢ଼େ । ଅନ୍ଧଯୁବକ ଦେଖି ଦୟାକରି ଟଙ୍କାଏ ଦୁଇଟଙ୍କା ତା ହାତକୁ ବଢ଼େଇ ଦିଅନ୍ତି ଲୋକେ ।
ମୁଁ ପୂରା ଆଶ୍ଚର୍ଯ୍ୟ ଏ ସବୁ କଣ, ନିଜର ସବୁ ପ୍ରଶ୍ନ ର ଉତ୍ତର ପାଇଁ ସାଙ୍ଗ କୁ ଫୋନ୍ କଲି ଆଉ ପଚାରିଲି କି ଏ ସବୁ କଣ...
ହଠାତ୍ ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥା ତ ନଥିଲା ଏଇଠି ଏମିତି ଭେଟିବା ବୋଲି ।
ଆଜିର ଦିନରେ ସମସ୍ତ ବ୍ୟକ୍ତି କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ତ୍ୱକୁ ଦୃଷ୍ଟି ଗୋଚର କରିବା କଥା ଏବଂ ଆମ୍ଭର ପରମ୍ପରା ବହୁତ କିଛି ଶିକ୍ଷା ଦେଇଥାଏ ।
ସଂସାରରେ କାଳ୍ପନିକ ଦୈବୀ ଅବଧାରଣା ସୃଷ୍ଟି ହୋଇ ନଥିଲେ ଆସ୍ତିକ ଓ ନାସ୍ତିକ ବି ନଥା'ନ୍ତେ । ସମସ୍ତ ମଣିଷଙ୍କ ବିଚାରଧାରା ମାନବବାଦୀ ଓ ବିଜ୍ଞାନବାଦୀ ହୋଇଥା'ନ୍ତା ।
ମୁଁ କାହାର ସମାଲୋଚନା କରିବାକୁ ଚାହୁଁନି ମାତ୍ର ମୁଁ ସମାଜରେ ଏପରି କିଛି ତଥ୍ୟ ଉପରେ ଆଲୋକପାତ କରିବାକୁ ଚାହୁଁଛି।
ଆପଣଙ୍କ ମତାମତ