ନବଜାତ ଶିଶୁକନ୍ୟାଟିର କୁଆଁ କୁଆଁ ରଡ଼ିରେ କମ୍ପି ଉଠୁଥିଲା ଏନ୍ତୁଡ଼ିଶାଳ, ଆଉ କମ୍ପୁଥିଲା ଅସୁରର ଛାତି ।
ଆଞ୍ଜୁଳି ଚାଉଳ ବେଳେ ବି ନଥିଲୁ ଆଉ ବର ଘରୁ ବାହାରିଲା ପରେ ପରା ମାଠୁ କ୍ଷୀର ପିଇ ଯାଆନ୍ତି, ତୁ ସେତେବେଳେ କୁଆଡେ଼ ଯାଇଥିଲୁ
ଜାଣିଛ ପୁଣି ବେଳେ ବେଳେ ନିରୋଳାରେ ବସି ଇଚ୍ଛା ହୁଏ ମହୁମାଛି ପରି ଗୁଣୁଗୁଣୁ ହେବାକୁ, ତୁମର ଭାବନା ରାଇଜରେ ବୁଡି ତୁମକୁ ଜାବୁଡ଼ି ଧରି ଢେର୍ ସାରା ଗପିବାକୁ...
ଚାହିଁ ଅଛି ବାଟ ତୋର ତୁ ଆସିବୁ କେବେ , ମିଶାଇବୁ ଜୀବନ ମୋ ତୋ ପରାଣେ ଯେବେ ।
ସେ ଉଠିପଡ଼ି ଏମିତି ବାଗରେ ତାର ଧୋତିଟିକୁ ଝାଡ଼ିଲା ଯେପରି ଅତୀତ, ଭବିଷ୍ୟତ, ବ୍ୟସ୍ତତା, ଗୁରୁପଣ, ସମାଜ ଓ ସମୟ ସବୁକୁ ନିଜ ଦେହରୁ ଝାଡ଼ିଝୁଡି ଦେଲା ଓ ପଛକୁ...
ଏ ବରଷ ଗଛ ଆଗାମୀକୁ ନାଇଁ ଜମା ନେଉନହି ଯତ୍ନ ତୁଚ୍ଛାତରେ ଫି ବରଷ କରୁଛ ବୃକ୍ଷ ରୋପଣର ନାଟ
କିନ୍ତୁ ବାସ୍ ଏତିକି ଜାଣିଛି ମୋ ଜୀବନ ନିଶ୍ଚିନ୍ତ ଅନ୍ଧକାରମୟ ତୁମ ବିନା... କେବଳ ତୁମ ବିନା...
କେବେ ସେ ମନେ ଆଣି ଦିଏ, ପ୍ରେମ ଭରା ସାଗର । ଆଉ କେବେ ସେ ଦର ଭାଙ୍ଗ , ଦରଦି ଛାତିରେ କୋହର ପର୍ବତ।
ଗାଳ୍ପିକା ମୌସୁମୀ ପରିଡ଼ାଙ୍କ 'ବେରଙ୍ଗ ଚିତ୍ରପଟ୍ଟ' ଗଳ୍ପରେ ଅନେକ ଲୋକବିଶ୍ୱାସ, ଲୋକ ପ୍ରଥା, ଲୋକ ଚଳନୀ ସଂପର୍କରେ ଉଲ୍ଲେଖ କରି ପରବର୍ତ୍ତୀ ପିଢ଼ିର ପାଠକମାନଙ୍କୁ ଅବଗତ କରାଇଛନ୍ତି । ଯେପରି...
ମଧୁ ଝରୁଥାଏ ସେଇ ବିଜନ ଲଗନେ ମାଗି ନେଉଥିଲି ତୁମକୁ ଈଶ୍ୱରଙ୍କ ବରଦାନେ ରାତି ବିତିଛି ତୁମ ବିହୁନେ
ଆପଣଙ୍କ ମତାମତ