ପହଞ୍ଚି ସାରିଲେ ଖାଲି ହୁଏ ଦେହ ସମ୍ପର୍କର ହୁଏ ଇତି ସ୍ମୃତିର ଡାଏରୀରେ ବଦଳିଯାଏ ତାରିଖ ଆଗକୁ ମାଡ଼ିଚାଲେ ପାଦ ।
ବେଳେବେଳେ କହିବା ଆଗରୁ କିଛି କଥା ସରିଯାଏ ମୋର, ସରିବା ଆଗରୁ କବିତା ବୁଝିନେଇ ହଁ ହଁ ଶୁଭେ ତମର ।
କେତେ ଶାନ୍ତ, କେତେ ସରଳ, ସ୍ରଷ୍ଟାଙ୍କର ଏ ସୃଷ୍ଟି ପ୍ରକ୍ରିୟା ! କିନ୍ତୁ କେତେ ଜଟିଳ, କେତେ ଦୁର୍ଭେଦ୍ୟ ଆମର ଏ ସାମାଜିକ ବନ୍ଧନ ?
ମାଆ ର ଅନ୍ଧାର ନିଭୃତ ଗର୍ଭରୁ ମୋହ ଭରା ବଣ ପାହଡ କୋଳରୁ ନିର୍ଝରଣୀ ସମ କୁଳୁ କୁଳୁ ନାଦେ.... ଝରି ଆସେ ଅହରହ ....ଜୀବନ ଏକ ...।
ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ ନିଦା ଅବୟବ ଶ୍ୟାମଳ ବର୍ଣ୍ଣ ସୁହାଉ ନଥାଏ ତରୁଣୀ ଚାହାଣି ଲଜ୍ୟା, ଶଂକା କେବେ ତା'ମୁହଁକୁ ପୁଣି ନିବିଡ଼ତା ଡାକ ପାଇନି ହୁଣ୍ଡି ଦୁନିଆ...
ଧୀରେ ଧୀରେ ଢାଙ୍କି ହେଉ ମୋ ଆତ୍ମା, ମୋ ଦେହ, ମୋହ, ମୋକ୍ଷ ଆଉ ମୋ ମୁକ୍ତି ଗଦା ଗଦା ଧୁଳି ତଳେ ।
ଧନ୍ୟ ପ୍ରଶାସନ ଧନ୍ୟ ନୈତିକତା ଧନ୍ୟ ତୁମର ସାହସ ସରଳ ଲୋକଙ୍କୁ ଲଣ୍ଠଣ ଦେଖାଇ କରୁଅଛ ପରିହାସ
ସକାଳ ପାହିଲା ସୂରୁଯ ହସିଲା ଚହଟେ ସୁନ୍ଦର ଆଭା, ତଳେ ସବୁଜିମା ହସେ ଓ ହସାଏ ବଢାଇ ଧରାର ଶୋଭା ।।
ମା ତୋ ଦେଶେ ବହେ ଗଙ୍ଗା ଗୋଦାବରୀ ଶୋଭାପାୟେ ଯେଉଁ ଦେଶେ ଭୂ ସ୍ଵର୍ଗ କାଶ୍ମିରୀ ।।
ଧୈର୍ଯ୍ୟର ବାରଶହ ବଢ଼େଇ କର୍ତ୍ତବ୍ୟର ନିହାଣରେ. . . ଜୀବନଶିଳ୍ପର ଯେତେ ସୂକ୍ଷ୍ମ ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି ମେଣ୍ଟେ ନାହିଁ କି ଟଳେ ନାହିଁ ଜିଇଁ...
ଆପଣଙ୍କ ମତାମତ