ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . . ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି ତୁମର ପ୍ରକୃତି ଛବି. ....
ବର୍ଷ ଆଉ ମାସ ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି ଆକାଶରୁ ମେଘ ଗଛରୁ ପତର
ଶ୍ୱେତବସ୍ତ୍ର ପରିହିତା କେହି ଜଣେ ଶୁଭ୍ରତାର ରଙ୍ଗ ଧରି ସ୍ୱଚ୍ଛତାର ସୁଅରେ ଧାଉଁଛି ପ୍ରେମର ରାଗିଣୀ ଗାଉଛି ।
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . . ଶ୍ମଶାନର ବିଭତ୍ସ ରୂପକୁ ଦେଖି ଭୟ ପାଏନା ।
କବିତା ତେବେ ସମ୍ଭବ ହୁଏ ଯେବେ ବିଷୟଠୁ ଦୂର ଏବଂ ବସ୍ତୁର ନିକଟରେ ଥାଏ ଏକୁଟିଆ କରିଦିଏ କବିତା
ଏ ଜୀବନ ମରୁବାଲି ଏକାଏକା ଚାଲି ଚାଲି ପାରି ହୋଇପାରେ ଯିଏ ଯାଏନା ଜୀବନେ ହାରି ।
ତୁମ ହୃଦୟକୁ ମାଗିଥିଲି ଜାଣିଚାଏ, କହିଥିଲି ଓଜାଡ଼ି ଦେବାକୁ ତୁମ ପୁରା ହୃଦୟଟାକୁ ବିନା ସର୍ତ୍ତରେ ।
ଇଚ୍ଛାଟିଏ ମୁକୁଳି ଆସୁଛି ଥାକ ଥାକ ସ୍ୱପ୍ନରେ ଭରପୁର ଗୋଧୂଳିର ଅରୁଣିମା ତୁମେ କାହା ପ୍ରିୟତମା
ସୁଖ ଭାବି ଯା'କୁ କରିଲି ଆଦର ହୋଇଗଲା ସିଏ ନୟନର ନୀର ବନ୍ଧୁ ବୋଲି ଯା'ରେ ହୃଦୟେ ବାନ୍ଧିଲି ପଛରୁ ପିଙ୍ଗିଲା ଅରି ଭଳି ଛୁରୀ ।।
ମାଟିର ମୋହରେ ମହିମାମୟ ଏ ମହୀମଣ୍ଡଳ ମହ ମହ ମହାତ୍ମା ତ୍ୱରାନ୍ୱିତ ଏ ପୃଥ୍ୱୀ !
ଆପଣଙ୍କ ମତାମତ