ଠିକ୍ ସେପରି, ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ ଆହ୍ଲାଦିତ କଇଁର ନରମ ଚିବୁକ, ଏବଂ, ଚାତକର ତୃଷ୍ଣାରେ ଆକର୍ଷିତ ବାରିଧିର କେତେଗୋଟି ବିନ୍ଦୁ
ତମକୁ ଦେଖିଲେ ଏତେ ନିଜର ନିଜର ଲାଗ ହେଲେ ବି ଏ ମନକଥା କହିବାକୁ ଲାଗେ ଲାଜ ।।
କ୍ଷେତରୁ କ୍ଷେତ ଆଉ ଗାଆଁ ଠୁ ଗୋହିରୀ ସାଧବବୋହୂର ଧୂଳିଘର ସୋରିଷ କିଆରି ପାଟ, ନଇଁ ଆସେ ତା' ଉପରେ ହଜିଲା ଅତୀତ ।
ମୁଁ ଅସୁମାରୀ ଆଶାର କଳିକା ଫୁଟାଇ ମୋ ଅଗଣାର ଦୁଆର ସଜାଡ଼ି ବସିଛି. . . ହେଲେ. . . ତୁମେ ସ୍ଥିର ହୋଇ ରହିଯାଇଛ. . . ତୁମ...
ଗାଁ ନୋକେ ଛୁଟୁଛନ୍ତି ଦକ୍ଷିଣସାହିରୁ ଉତ୍ତରସାହି ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!
ଇଚ୍ଛାହୁଏ, ଆଖିଖୋଲି ଟିକେ ଦେଖିବାକୁ ଟିକେ ଛୁଇଁବାକୁ ଟିକେ ଅନୁଭବ କରିବାକୁ ତୁମକୁ, ବାହାରି ଆସି ସେ ଅନ୍ଧାରୀ ମୂଲକରୁ. . . କିନ୍ତୁ. . . !
ପରିପୂର୍ଣ୍ଣ କରୁଛି ଆମ ସଭିଁଙ୍କୁ ମନଧ୍ୟାନ ଦେଇ ଶୁଣ କିଛି ବି ସ୍ୱାର୍ଥ ନାହିଁ ସେ ହସରେ ସେ ହସ ଆମକୁ ମୋହିତ ନୁହେଁ ମୁକ୍ତ କରୁଛି
ଅନ୍ତର ଭରି ଭଲପାଏ ଯିଏ କରୁଛ ତା' ସାଥେ ଛଳନା ଟିକେ ଛୁଇଁ ଦେଇ ସପନ ଜଗାଇ ଫେରିଯାଅ କରି ବାହାନା ନିରବରେ ଖାଲି ପଡ଼ିରହେ ବେଳା ଦୁଃଖରେ ଭିଜିଯାଇ...
ଲେଖିବାର ସ୍ପୃହା ନାହିଁ ଜାଣେନା ଏ ମନ ଲେଖି ଚାଲେ କାହା ପାଇଁ, କାଗଜର ଛାତିରେ ପ୍ରେମର ବରଷା ପାଇ ଲଟେଇଛି କବିତାର ଲମ୍ୱା ଲମ୍ୱା ଲତା ଏଇ ତ...
ଶୀତ ଝରକା ଫାଙ୍କରେ ଜହ୍ନର ପରିହାସ ପ୍ରେମ ପ୍ରଣୟର ନିରୋଳା ବିଶ୍ୱାସ ଏକୁଟିଆ ପକ୍ଷୀର ସଙ୍ଗୀତ ରାତ୍ରୀର ବଳକା ଆୟୁଷ
ଆପଣଙ୍କ ମତାମତ