ଶତାବ୍ଦୀର ରାବଣ ମୁଁ ! ! ହୀନ, ହିଂସ୍ର କଳିଯୁଗର ଅସୁର, ସ୍ୱପ୍ନ ଅସୀମ. . . ପ୍ରାରବ୍ଧ ନର୍କ, ସ୍ୱର୍ଗ ଲିପ୍ସା ନାହିଁ ମୋର. . . ମୁଁ...
ତୁମ ଲୀଳା ଛାର ମଣିଷ ଜାଣିବ କିପରି, ଠାରରେ ହେଲ କି ଗାରରେ ହେଲ ତୁମେ ତ ପ୍ରଭୁ ସବୁଠି, ମୂକକୁ କର ମୂଖର
ସମୟ ମୋ ବିତେ କେଉଁ ପରି ଥାଏ ନିହାତି ଅଥୟ ନା ଅଥର୍ବ ପଥର ।
ଶଳା ତାର ଆଜି ଘରକୁ ଆସୁଛି ଯୋଗାଡ଼ରେ ଅଛି ସିଏ ମାଆକୁ ଡାକ୍ତର କିଏ ଦେଖେଇବ ମନକୁ ମୋ ପାପ ଛୁଏଁ ।
ଲୁହ ନଈ କୂଳେ ଘର କରିଯିଏ ହସର ମଳୟ ଖୋଜୁଥାଏ ଆଖିରେ ନ ଥାଇ ଟିକିଏ ବି ନିଦ ସୁଖ ସପନକୁ ଝୁରି ହୁଏ ବାମନ ହୋଇ ମୁଁ ଜାଣେନା...
ମୁଁ ଛୁଇଁଛି ମୋ ଗାଁ ମାଟିକୁ ସେଥିରେ ପାଇଛି ପୁନେଇଁ ଜହ୍ନର ଶୀତଳତା ଗେଣ୍ଡାଳିଆର ଝାଡ଼ି ଦେଇଥିବା ପର କେତୋଟିର ଚିହ୍ନ, ପବନରେ ଝୁଲୁଥିବା ଧାନକେଣ୍ଡାର ଅସରନ୍ତି ଆନନ୍ଦକୁ ।
ଅରଣ୍ୟର ସରୀସୃପ ମୁଁ ପୁଣି ଆଉଥରେ ଖେଳରେ ବିଭୋର ମୁଁ ଶୁଣେ ମୋ ଆଦିମ
ଚେତନାରେ ଶ୍ରୀ ଚୈତନ୍ୟ ହୋଇ, ସେ ବନ୍ଧାଥାନ୍ତି ଅନାବିଳ ମମତାରେ
ମୁଗ୍ଧ ବିଭୋର ତନୁ ମନ ମୋର ମିଶି ବି ସାଗର ବୁକେ ଯାଇ, ହେଲେ ମୁଁ ଜାଣିଛି ବୃଥା ମୋ ସପନ ମୁଁ ଯେ ଦିଗହଜା ମରୁନଈ !
ଖୋଜୁଚନ୍ତି ଗଣଦ୍ରୋହୀମାନଙ୍କୁ ହାଣ୍ଡିରେ, ଫାଣ୍ଡିରେ ସରକାର ଅଫିସ ପାଇଖାନା ଆଉ ପାର୍ଲିଆମେଣ୍ଟ୍ ମନ୍ଦିର, ମସ୍ଜିଦ୍ କି ରାଜଧାନୀ ମଇଦାନରେ ।
ଆପଣଙ୍କ ମତାମତ