ସଳଖ ନ ଥାଏ କେବେ ସ୍ମୃତିର ରେଖା ମନ ସଳିତାରେ ଆମ ଆଲୋକ ଶିଖା, ଆମା ଆକାଶରେ ସ୍ମୃତି ପୂର୍ଣିମା ଚାନ୍ଦ ସ୍ମୃତି ଆଣେ ବେଳେ ବେଳେ ଅପୂର୍ବ ଆନନ୍ଦ...
ମନେ ନାହିଁକି ଗୋ ପ୍ରିୟା ଗତ ମୌସୁମୀରେ ଝରିଯାଇଥିଲି ଚାତକ ତନୁରେ ତୋର, ହଜିଯାଇଥିଲି ତୋ ମରୁଦ୍ୟାନରେ ପିଇ ତୋ ଅମୃତ ଝର ।
ସେଇ ସ୍ୱଳ୍ପ ଅବଧିରେ ମୁଁ ଜିଇଁ ଯାଏ କେତେ ଯେ ବରଷ, ମନୋରମ ହେଇଉଠେ ମୋ ନିର୍ଜୀବ ଚତୁଃପାର୍ଶ୍ୱ , ଚିତ୍ତାକର୍ଷକ ଆତ୍ମତୃପ୍ତି ରେ ଝଲସି ଉଠେ ନୟନର ଉଆସ...
ଆଉ ବେଳ ନାହିଁ.. ଅନ୍ତର୍ଗତ ସୁପ୍ତ ମହାଶକ୍ତିକୁ ଜାଗ୍ରତ କର , ଦୂର୍ଗାରୂପ ଧାରଣ କର ।
ମୋର ସବୁ ଆବରଣ ପରସ୍ତ ପରସ୍ତ ରଙ୍ଗ ହଜିଗଲା ସେଠି ତମ ଭରସାର ଆଶ୍ୱସ୍ତିରେ
ଆସିଥିଲୁ ଦିନେ ଏ ଧରାକୁ ତୁ କେବଳ ନିଶ୍ବାସକୁ ସାଥେ ନେଇ, ଗଲାବେଳକୁ ସେହି ନିଶ୍ବାସ ଟି ମଧ୍ୟ ଶୂନ୍ୟେ ଯିବ ଲୀନ ହୋଇ ।
ମୋ ଇଚ୍ଛା ଅନୁସାରେ ଡ୍ରେସ ପିନ୍ଧିବିନି ମୁଁ ଝିଅଟେ ବୋଲି ମୁଁ ମୁହଁକୁ ଟେକିକି କଥା କହିବିନି ମୁଁ ଝିଅଟେ ବୋଲି
ନାରୀ ଏଠି ଅସହାୟ ପୁରୁଷ ଫାନ୍ଦରେ ଦୈହିକ ସମ୍ପର୍କ ରଖି ଫସାଏ ଜାଲରେ ଦଗାଦେଇ ପୁରୁଷ ଯେ ନିର୍ମଳ ଚରିତ୍ର ରମଣ ବା ଦେହ ବନ୍ଧେ ନାହିଁ କିଛି ପାପ...
ମୋ ଗୋଟା ଦେହ ପୋଡୁଛି ଦେଖୁ ଦେଖୁ ମୋତେ ଭଲ ପାଉଥିବା ଚରିତ୍ରଟି ବି ମୋ ଭିତରେ ସମାହିତ ହୋଇ ଜଳି ଜଳି ପୁତକାର କରୁଛି ।
ସକାଳୁ ଶେଯରେ ଖାଲି ଖାଲି ଲାଗେ ତକିଆଟା କାଇଁ ତମ ଜାଗା ମାଡି ହାତରେ ଜାବୁଡି କୋଳରେ ଲାଗେ କାଇଁ କିଛି ଭଲ ଲାଗେ ନାହିଁ ବୋଧେ ତମେ ନାହଁ...
ଆପଣଙ୍କ ମତାମତ