ସେ ଏକାକିନୀ.. ତା' ଦୁଃଖ, କ୍ଲେଶ ଓ ଅସରନ୍ତି ଦ୍ୱିଧାଙ୍କ ମେଳରେ.. । ଅଥଚ ତା' ସଫଳତାରେ ଅନ୍ୟମାନଙ୍କ ଜିତାପଟ !
ପିଠିକୁ ପିଠି ଲଗାଇ ଦୁଇଟି ଗୋଲ୍ ଆଙ୍କିବି, ବାମ ଗୋଲ୍ ର ବାମ ପଟୁ ଅଙ୍କୁର ଟାଣିବି ।
ମୋ ଆତ୍ମାକୁ ପ୍ରଶାନ୍ତି ଦେଉ କାମନା ବିକ୍ଷୁବ୍ଧ
ହେ ମାଁ ଖଡ୍ଗ ହସ୍ତା ମନୋହର ରୁପଯୁକ୍ତା ସର୍ବ ଶକ୍ତିମୟୀ ତୁମେ ସର୍ବକ୍ଷେତ୍ରେ ଅଲକ୍ଷା
ତାର ସାକ୍ଷୀ ଆକାଶ, ବାଦଲ ମେଘ, ପବନ ଓ ମୁକ୍ତ ପକ୍ଷୀ ।
ଏମିତି ଭସାଇ ଦେଲ ଶେଷ ବେଳକୁ ହାତ କାତ ପାଏ ନାହିଁ ଯେଉଁ ଜଳକୁ କୂଳହରା କରି ମତେ କି' ଲାଭ ପାଇବ ସବୁ ହରି ନେଇ କିବା ଭାବ...
ମାଆ ମୋର ସିଏ ନୁହେଁ ଆଉ କିଏ ଯା'ପାଇଁ ଭାବୁଛି ନିତି, ତା'ପାଇଁ ଲେଖୁଛି ଲୁହରେ କବିତା ସାରା ଦିନ ସାରା ରାତି ।
ସ୍ୱାନ,ଶୃଗାଳଠୁ କୀଟ ପତଙ୍ଗ ମୋ ଛାଇଠୁ ଅନେକ ଦୂରେ ପ୍ରାଣପ୍ରିୟା ପତ୍ନୀ ଫେରିଚାହୁଁ ନାହିଁ ଶିକୁଳି କିଳିଛି ଘରେ ଅଜଣା ରୋଗର ଶିକାର ମୁଁ ଆଜି କେହି ନାହିଁ ମୋର...
ଜନ୍ମିଛନ୍ତି କେତେ ମହାନ ମହାତ୍ମା ହୋଇଥିଲା କେଡେ ଦଙ୍ଗା ସବୁ ଦଢ଼ ସହି ଫର ଫର ହୋଇ ଉଡୁଛି ଆମ ତ୍ରିରଙ୍ଗା....!!!
ସେଇଠି ଥିବି ମୁଁ , କାଳକାଳ ଧରି, ଅପରିବର୍ତ୍ତିତ, ଅନାହୁତ, ଅବିଚଳିତ, ହୋଇପାରେ ଅବାଞ୍ଛିତ ବି।
ଆପଣଙ୍କ ମତାମତ