ଜୀବନଟା ନ ଲାଗେ ସୁନ୍ଦର ଯା ହୃଦେ ନ ଥାଏ ଟି ପ୍ରେମ ଅଢେଇ ଅକ୍ଷରରେ ଗଢ଼ା ଏ ବାନ୍ଧି ରଖେ ସ୍ନେହ ବନ୍ଧନ ।।
ସତ ଏ କଥା ପ୍ରକୃତିର ନିଶ୍ଚୟ ସବୁ ରଙ୍ଗ ମିଶିଲା ପରେ ଅନ୍ଧାର ହିଁ ଆସେ ଖୁବ କଳା ଓ ଭୟଙ୍କର ହେଇ ।
କନ୍ୟା ସନ୍ତାନ ଲୋଡ଼ା ନାହିଁ କାହାର ବ୍ୟସ୍ତ ସଭିଏଁ ମୋତେ ମାରିବାରେ ମୁଁ କରିଛି କି ଅପକାର ବାରେ ତୁ ପଛକୁ ଫେର
ସଚେତନ, ସଂଯମତା ଆଚରୀ । ହାତକୁ ଧୋଇବା ସଯତ୍ନ କରି । ସଙ୍ଗରୋଧ ଗୃହେ ନିରାପଦ ହେବା । ସମାଜେ ଦୂରତ୍ୱ ରକ୍ଷା କରି ।।
ଆଉ କେତେ କାଳ ଏ ଭେଡାଭେଦ, ଧର୍ମ, ଈଶ୍ୱରଙ୍କୁ ନେଇ କେତେ ଯୁଦ୍ଧ ନିଭାଇବ ବସୁନ୍ଧରା, କେତେ ରକ୍ତନଦୀ ବୁଛାଇବି ଏ ମାଟି !
କାମନା ବାସନା ନ ଥିଲା ଏବେ ଗଲାଣି ନାଶ ଲୋଭ ମୋହ ମାୟା ଛଳନା ଛାଡ଼ି ଗଲେଣି ପାଶ ।।
ଏମିତି ପାହିଗଲା ରାତି ଦିନପରେ ଦିନ ବିତିଗଲା ବର୍ଷ ପରେ ବର୍ଷ ।
ଶେଷ କ୍ରମାଙ୍କ ଗଛଟି ତଥାପି ଥାଏ ନିଃଶଙ୍କ ନିଶ୍ଚଳ ବେଧଡ଼କ ସମ୍ଭାବ୍ୟ ଚୋଟର ପ୍ରସ୍ତୁତି ସତ୍ତ୍ୱେ ।
ଅନେକ ଅଭୁଲା ସ୍ମୃତିର ଗନ୍ତାଘର ସାଜି ସାଇତି ରଖିଛି କେତେ ପ୍ରେମୀଙ୍କର ହୃଦୟର କମ୍ପନକୁ ତା' ନିଜ ଛାତିରେ .......
ଆଜି ବି ଖୋଜୁଛି ସମୁଦ୍ର କୂଳରେ ନୟୟରୁ ଅଶ୍ରୁ ବାହି, ତୁମ ପାଦ ଚିହ୍ନା ମରୁ ମରୀଚିକା ଯାଇଛି କେବେଠୁ ହୋଇ..!!
ଆପଣଙ୍କ ମତାମତ