ମୋ ବେରଙ୍ଗ ଜୀବନରେ ରଙ୍ଗ ଭରିବାକୁ କହିଥିଲି, ତମେ ତ ଇନ୍ଦ୍ରଧନୁ ଟାଣିଦେଲ, ଆକାଶରେ , ମୋ ମୁଣ୍ଡ ଉପରେ, ବିନା ସ୍ୱାର୍ଥରେ ନିଜକୁ ବାଜିଦେଇ ଦେଇଛ ସୁରକ୍ଷା, ସେଥିପାଇଁ...
ଦେବୀ ଶୈଳସୂତା ବିଜୟ ତିଳକ ଦେଲ ଦଶାନନେ ହନ୍ତା ଯାଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା ।।
ଟଳିତ ଆଜି ମା ଜୀବନ ଘାଟ ଠକା ଯେ ଜୀବନ ମା ଆଜି ଶଠ ।। ।।
ଦେଖି ଛଳନା କରୁଥିଲ କି ତୁମେ ଏତେ କଠୋର କେମିତି ତ ହେଲ ମନ ମୋର ଭାଙ୍ଗିଗଲା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।
ଯାହାର ପରିଭାଷା ବ୍ୟସ୍ତ ବିବ୍ରତ ସମୟକୁ ଧରି ରଖିବାର ଗୋଟେ ଗୋଟେ ବିଫଳ ପ୍ରୟାସ ଯେଉଁ ଟିକକ ସୁଖ ତାହା ଦୁଃଖର ଯୋଗ ତାଲିକାରେ ପୁଣି ଗୋଟେ ବିଶିଷ୍ଟ କ୍ଷୁଦ୍ରାଙ୍କ...
ମୁଖେ ଦିଅ ସଦା ସେନେହ ଶରଧା ହରଷ ବିନୟ ଶାଳୀନତା ଖଚ ମିଛ ଅରି ପରିତ୍ୟାଗ କରି ଶୁଣୁଥାଉ କାନ ହିତ କଥା ।।
ଦେଖିଛି : ତା'ର ଶ୍ୟାମଳ ପ୍ରକୃତିର ହରିତ୍ ଡାଳରେ ଆପେ ଆପେ କିପରି ପ୍ରସ୍ପୁଟିତ ହୋଇଗଲା ପଞ୍ଚଭୂତରେ ଗଢ଼ା, ଜୀବନ କୁସୁମରେ ମହାର୍ଘ ଉପହାର ।
କେଇଦିନ ପାଇଁ ତୁମେ ଆକାଶ ପାଲଟିଗଲ ମୁଁ ହୋଇଗଲି ପକ୍ଷୀ ତୁମେ ଫୁଲ, ମୁଁ ପ୍ରଜାପତି ମୁଁ ସଂଜ , ଆଉ ତୁମେ , ତୁମେ ତ ସଂଜବତୀ ।
ଶାଶୁ ଅବା ଶ୍ୱଶୁର ଖୋଜିଦେବେ କାଳେ , ଜାନି ଯୌତୁକ ଭାର, ନଣନ୍ଦ କି ଦିଅର ବାହୁନିବା ଦେଖି ନଣନ୍ଦ ପୁଟୁଳି ସାର ବା ଅସାର ।
ଜାୟାର ବାହୁ ପାଶରୁ ମୁକୁଳି ନିଶ୍ୱାସ ଫେରେଇବା ପାଇଁ ଅନ୍ଧାରରେ ଖୋଜୁଥିବି ତମ ନିରୀହ ଆଖି ଦୁଇଟି
ଆପଣଙ୍କ ମତାମତ