ପରିପକ୍ୱ ଶବ୍ଦମାନଙ୍କୁ ଉଡ଼ିଯିବା ସମୟରେ ହିଁ ଶିରବିଦ୍ଧ କରି ଖସେଇ ଦେବା କାଗଜ ଛାତିରେ ... କୌଶଳରେ ଖସିଯାଉଥିବା ଶବ୍ଦମାନଙ୍କ ପାଇଁ ଜାଲଟେ ବାନ୍ଧିବା ସ୍ୱପ୍ନର ଦିଗରେ ।
ଠିକ୍ ଯେମିତି - ମୋ ହୃଦୟରୁ ପ୍ରିତିଭରା ଝରଣା ଏବେ ଆଉ ଝରୁନାହିଁ ; ବୁକୁତଳେ ଜମି - ଜମି ବରଫ ହେଲାଣି ।
ସଞ୍ଜବତୀ ଜଳେ ଜଳି ଲିଭିଯାଏ ରାତି ଆସେ ନଇଁ ନଇଁ ମୋ ଛାତି ଥରେ ତମେ ନ ଆସିଲେ ମୋ ଅଡୁଆ ଶେଯରେ ନିଆଁ ଲାଗିଯାଏ ।
ଛାଡିଆସିଥିବା ରଙ୍ଗ ମଖା ଦିନସବୁ ପର ମୁହୂର୍ତ୍ତରେ ନିଷ୍କରୁଣ ନିଆଁଗିଳା ସମୟର ସହଚର
କିଛି ଜିଦ୍ ଓ ଦୁଃଶାହାସ ନେଇ, ଅସରନ୍ତି ରାସ୍ତାରେ ଆଗେଇ ଚାଲିଛି ।
ତମେ ତାକୁ ହତାଦର କର ବୋଲି ତା ଦୁଃଖ- ମୋ ଦୁଃଖ ଯୋଡ଼ି ହେଇ ଭିଜିଯାଏ ଦୀପର ସଳିତା ।
ଏହିଭଳି ଲୋକ ଦେଶକୁ ବିପଦ ଅଶାନ୍ତ କରନ୍ତି ସଭିଙ୍କୁ ଜନତାଙ୍କୁ କରି ଦେଶର ଦରିଦ୍ର ସଜାନ୍ତି କୁବେର ନିଜକୁ ।
ମୋ କଳାରଙ୍ଗର ହୃଦୟରେ ; ପୁଳେ ଚର୍ବି ଚଢିଗଲାଣି ,
ଆବିର୍ଭାବ ହୁଏ ନବ ଆଶାର ସ୍ପର୍ଶ , ବଡିମା ତାର କୋମଳ ପଲ୍ଳବ ସଦୃଶ.. ନବ ଜାଗରଣ ର ଏକ ନୂତନ ରୂପ, ଘେନି ନିଏ ସର୍ବ ଅନ୍ତର ଦୁଃଖ.
ଆପଣଙ୍କ ମତାମତ