ସିଗାରେଟ୍ ପ୍ୟାକେଟ କହିଲେ ମୁଁ ବୁଝେ, ଛୋଟ ଏକ କାଗଜର ଘର ଯା ଭିତରେ ଶୋଇଥାନ୍ତି ମୃତ୍ୟୁ ଧାଡି ଧାଡି,
ତୁମେ ତ ଉଦାର, ନିର୍ବିକାର, ଯିଏ ଯାହା ଦିଏ ନିଅ ବୋହି, ଭଲ ମନ୍ଦ ସବୁ କୋଳେ ନିଅ ବାଦ ଅପବାଦ ସହି ।
ମୁଁ ଏକ ଆକ୍ରମଣକାରୀ ଜିନିଷଟା ପୂରାପୂରୀ ତମର
ଛାଡି ଅହଂ ଭାବ କାମନା ଲାଳସା ବଦଳାଇ ନିଜ ମତି ସ୍ନେହ ଶ୍ରଦ୍ଧା ଦେବା ସଭିଙ୍କ ମନରେ ନିଶ୍ଚୟ ମିଳିବ ଶାନ୍ତି ।
କୋଇଲି ସାଥିରେ ବସି ଗୀତ ଗାଉଥାଏ ମୟୂରୀ ସାଥିରେ ଥାଇ ନାଚି ବୁଲୁଥାଏ
ନିଷ୍ଠୁର ସମୟ ନିହାଣ ପରଶେ ଭଗ୍ନ ସେ ସ୍ମୃତି ରାଜି ହେଲେ........ ସେଇ ଶିଳା ଅଛି ଆଉ ଅଛ ତୁମେ ଶିଳ୍ପୀ ଯାଇଛି ହଜି।।
ଆସ ଆସ ନବବର୍ଷ , ଫୁଟାଇ ମୁହଁରେ ହର୍ଷ , ସ୍ୱାଗତ କରିବୁ ଦୀପ ଜାଳି ।
ଜନ୍ମଦିନର ମର୍ମ ନଥିଲି ଜାଣି ମୁଁ, ଯେଣୁ ଜନ୍ମିବା ଆଗୁ ମୃତ୍ୟୁ ଗରଭେ ଝରିଲି , ଏବେ ପାଇ ଅମୃତ ସ୍ପର୍ଶ ତୁମର ଏ ଦେହେ ମୁଁ ଗୋ ନବଜନ୍ମର...
ନ ହେଲେ, ବାକି ସାରା ଦୁନିଆଟା ପାଇଁ, ବେଦନାର ତୀବ୍ରତା ଯେ ଗୋଟେ ମନ୍ଦ ମନୋବୃତ୍ତି ବାହାନା , ଦର୍ଜ ଜର୍ଜରିତ ଅଶ୍ରୁଧାରଟା ତଦନୁରୂପ ଛଳନା , ସବୁକିଛି କେବଳ...
ଚାରିପାଦର କଳ୍ପନା ପସରା ମେଲାଇ ଆଗକୁ ଠୁକୁ ଠୁକୁ ଚାଲିବାର, ମନ୍ଥର ଗତିରେ ଆକାଶକୁ ଛୁଇଁବାର ନିଶା ଦ୍ରୁତଗାମୀ ସହଯାତ୍ରୀଙ୍କ ସଫଳତା ଆଗେ ଫିକା ପଡ଼େ, ଅଦମ୍ୟ ସାହସ ।
ଆପଣଙ୍କ ମତାମତ