ମହୁର ଲୋଭରେ ଉଡି ମୁଁ ଚୁମ୍ୱିଲି ତୋ ଅଧର କୁସୁମ ଯେବେ ମଧୁର ଦଂଶନ ପାଇବାକୁ ତୋ'ର ଆଶା ମୁଁ ରଖିଲି ସେବେ ।
ଅଧା ଭୋକରେ ଅଧା ଭେକରେ , କବର ତଳୁ ଧସି ଯାଇଥିବା ମାଟି ମୁଠାଏ ପାଇଁ ଲଢ଼ୁଛି ତ ଲଢ଼ୁଛି ।
ଆଉ ଥରେ ଥକି ଯିବନି ଭାବି ପୁଣି ଥରେ ବାଟ ଚାଲିଲି , ମନର ବୟସ ବଢି ନ ଥିଲା ବୋଧେ , ସ୍ୱପ୍ନମାନେ ସେଠି ପାଇଁ ଦୂରେଇ ନ...
କବିତାର କଥାରେ ତ ଖସିପଡ଼େ ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।
ନିଜ ଠିକଣା ଖୋଜେ ମଟରଗାଡିରେ, ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ ଭାବ ବିକୁଥାନ୍ତି ବାଦାମବାଡ଼ିରେ ।
ସୂର୍ଯ୍ୟ ଖସି ପଡିଲେଣି ପାହାଡ଼ ଖୋଲକୁ ମୟୂରମାନେ ଓଦାଲୁଗା ପିନ୍ଧି ନାଚିଲେଣି ପତ୍ରଗହଳରେ ।
ନିଃଶ୍ବାସ ପ୍ରଶ୍ୱାସେ ରହିଥାଏ ଆମ ସଂଗତରେ ବୃକ୍ଷ ବିନା ଚାଲିପାରିବ କେ ଜୀବ ଜଗତରେ ।।
ସମତାର ଛିଟାରେ ଖୋଲି ଯାଇଛି ତୋର ଛଦ୍ମବେଶ ତୋର ଆଜି ଖେଳ ଶେଷ !
କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା ।
ଜାଣେ ମୁଁ ..ବଦଳିଛି ସମୟ.. ଆଗେଇଛି ବୟସ.. କିନ୍ତୁ ମନ ମୋର ସେଇଠି ସେମିତି ନିଶ୍ଚଳ..
ଆପଣଙ୍କ ମତାମତ