ମଣିଷ ଠାରୁ ସଂପର୍କ କାଟି ତ ସାରିଥିଲୁ ପଶୁ ମାନକୁ ବଦନାମ କରିବା ଛାଡି ଦେ ପାପର ଟୋକେଇ ଭରି ଟଳ ମଳ ହୁଏ ବଂଚି ଥାଉ ଥାଉ ଅନ୍ତିମ...
ଯେତେବେଳେ ମୋ ନିଦ ଭାଙ୍ଗିଲା ଜାଣିଲି ଏହା ଏକ ସ୍ୱପ୍ନ ଥିଲା, ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ ମୋ ହେତୁରେ ନ ଥିଲା ।
ଲାଗୁଛି ତମେ ଉଭେଇ ଯାଉଛ ସମୁଦ୍ର ଭିତରେ, ଭଟ୍ଟା ପରି ନୀରବରେ ।
ଆଖିରେ ପିନ୍ଧାଏ ରଙ୍ଗୀନ ଚଷମା କୋଇଲିର ମିଠା ସୁର ଆଣେ ଜୀବନରେ ଅନେକ ପ୍ରେରଣା ବର୍ଷରେ କେଇଦିନ ?
ଆଜି ତମ ଯୁଗରେ ମୁଁ ତମ ଘରେ ତମ ସହ କେଉଁ କାଳରୁ ଖୁବ ଦୁଃଖରେ ଥିଲି ।
ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର ଶାୟାରୀଟେ ହେବାପାଇଁ ଚାହୁଁଥିଲା...
ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?
ଆଜିଯାଏ କ'ଣ କରିଛି ସିଏ ? ବାପା ଏବେ ସୁଅ ମୁହଁର ପତର ବୋଉ ଧୁମାଳ ଉଡ଼େଇ ଦେଇଥିବା ଚାଳ ଛପର ସବାରୀଏ ଲୁହ ନେଇ ଭଉଣୀ ଯାଇନି ଏଯାଏ...
ଛୁଇଁଛ କି ? ତାର ମନର ଦାଢ଼ରେ ଲାଗି ଯାଇଥିବା ମେଞ୍ଚା ମେଞ୍ଚା କଳଙ୍କ - କାଳିମାର ଦାଗକୁ !
ଏଠି ସେଠି ପାଦ ଥାପି ଚାଲି ସଳଖୁ ସଳଖୁ ପଡ଼ିଗଲା ବେଳେ ତା ହାତ ଲମ୍ବି ଆସେ ଆଉ କାହା ଆଗରୁ ।
ଆପଣଙ୍କ ମତାମତ