ନୂଆ ନୂଆ ଆସି ଆସ୍ଥାନ ଜମାଇବା ପୂର୍ବରୁ ଖୁବ୍ ଭୟଭିତ କଲୁ ବ୍ୟାମଯାନରେ ଧନିକ
"ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ । ଧର୍ମସଂସ୍ଥାପନାର୍ଥାୟ ସମ୍ଭୱାମି ୟୁଗେ ୟୁଗେ ।।"
ଡର ନାହିଁ ତୁମେ ଛାଡ଼ି ଯିବି ନାହିଁ ତୁମକୁ ତ କେବେ ସାରା ଜୀବନ ସାଙ୍ଗେ ଚାଲୁଥିବି ।
ଅସହ୍ୟ ଯମ ଯନ୍ତ୍ରଣା କଣ୍ଟକିତ ଜୀବନ ପଥ ମୁକ୍ତିର ପ୍ରତୀକ୍ଷାରେ କ୍ଷଣ ଅନୁକ୍ଷଣ ମା'ତୁ ପାରିବୁନି ସହି ।। ।।
ଗଣତନ୍ତ୍ର ପଲଙ୍କରେ ମଖମଲ୍ଲୀ ଶେଜ ପାରି କେବେ ଠାରୁ ... ଶୋଇ ପଡ଼ିଲାଣି ସମୟର ଅଜଗର !
କୁନି ଶରୀରଟି ଶବ ପାଲଟେ ପିଚ ପିଚ ଅନ୍ଧାରରେ ମିଶିଯାଏ କୁଆଁ କୁଆଁ ରାବ ସୁନ ସାନ ଜୀବନର ରାସ୍ତା
ପୂର୍ବର ସୁରୁଜ ଉଅଁ ନାହିଁ ଆଉ ଆଜି ମୋଟେ ରହିଯାଅ ଯେଉଁଠି ତ ଅଛ ଅଟକି ଯାଅ ପାହାଡ଼ ପଛରେ ରାତି ତ ନପାହୁ ।
ମୁଁ ଯେ ତା ସଚ୍ଚୋଟ ସାଥୀ ଦେବିନି ଧୋକା ତାକୁ ଜୀବନରେ ରହିଥିବି ପଡ଼ି ତା ସହ ବନ୍ଦ ହେଲା ଯାଏ ତା ଆଖି ।
ମୁଁ ତୁମକୁ ଇସାରା କରିବି କିଛି ନକହିବା ପାଇଁ, ଇଙ୍ଗିତ କରିବି ତୁମକୁ ମୋ ଦେହରେ ମିଶିଯିବା ପାଇଁ ।
ଈଶ୍ୱର କ'ଣ ରକ୍ତ, ମାଂସ , ହାଡ଼ର କୋଷରେ ଗଢ଼ା କୋଉ ବରଦିଆ ଦେବତା ଯେ ଛୁଇଁ ଦେଲେ, ତାଙ୍କ ବଡ଼ପଣିଆ ମାରା ହୋଇଯିବ ?
ଆପଣଙ୍କ ମତାମତ