ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି ରାଶି ରାଶି ଆୟୁ ଲୋଟିଯାଏ ତୋ ମାଂସର...
ମୋ ଉପରେ ଏତେ ଲାଞ୍ଛନା! ବେହିସାବ ଦାଗ ମୋ ଲୁଗାରେ, କେଜାଣି କି ଭାବେ ଦିଶିଯାଉଥିଲା !!
ତୁମ ଦେହେ ଭରା କଳଙ୍କ, ମୋ ପଣତ କାନିରେ ଦାଗ, ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ ମୋ ହସରେ ନାହିଁ କାଳେ ବାଗ !
ମୋତେ ଆଶ୍ଚର୍ଯ୍ୟ ଲାଗେ ତୁମେ ରାତିରେ ମୋ ସ୍ୱପ୍ନରେ ପୁଣି ଦିନ ଆଲୁଅରେ ବାସ୍ତବରେ କେମିତି ଆସ ?
ଆଧ୍ୟାତ୍ମିକ ଶକ୍ତି ବିଦ୍ୟୁତ ଚୁମ୍ୱକ ଆପେ ଲୋକେ ପାଇଥାନ୍ତି, ନିରାମିଶ ଖାଦ୍ୟ ଶାନ୍ତ ଆଚରଣ ଦେହେ ଶକ୍ତି ଭରିଥାନ୍ତି ।
ଲାଗୁଚି ମତେ ବଞ୍ଚିପାରିବିନି, ତୋ ବିନା ଗୋଟେ କ୍ଷଣ ଯାହା ବି ହଉ ରହିବୁ ମୋ ପାଖେ, ସବୁ ଦିନ ଦେଲି ରାଣ ।
ବୋଉ ଜାଣେ ଏ ସବୁ ଭାବିପାରୁନି ଆଗକୁ ।
ହସ ବାଣ୍ଟୁଥିଲେ ସରେ ନାହିଁ ହସ ଆକାଶର ତାରା ପରି, ଚେନା ଚେନା ହସ ମନ ମୋହିନିଏ ଆତ୍ମୀୟତା ଯାଏ ଭରି ।।
ହେ ରାମ ହେ ନାଥ. . . ନେଉଛି ମୁଁ ଶେଷ ନିଃଶ୍ୱାସ ଅବଗତ କର ସଂସାରେ ଭାଇ ଭାଇର ମାନ ।।
ପୂଜାର ବାଜଣା ଶୁଭେ ଦୂରେ ମା ଆସୁଛନ୍ତି ବର୍ଷକ ପରେ ଶିଉଳି ସୁଗନ୍ଧ ଆଗମନେ କାଶତଂଡୀ ଫୁଲର ଆବରଣେ
ଆପଣଙ୍କ ମତାମତ