ସାର ଅଉଷଧ କିରୋସିନ ସହ ଡିଜେଲ ହେଲାଣି କେତେ ମହଙ୍ଗା ଚାଷୀ ଧାନ ହୁଏ ଅଭାବି ବିକ୍ରି ବେକରେ ତାହାର ଲାଗିଛି ପଘା ।
ତେବେ କାହିଁକି ଏ ଦର୍ପ ଦମନୀୟତା କାହିଁକି ଏ ଅହଂ ପ୍ରତି କ୍ଷେତ୍ରରେ ପ୍ରତିଯୋଗୀତା ଆଉ ହାରିଯିବାର ଭୟ କେଉଁ ବିଶେଷ କଥାକୁ ଧରିବସିଛି ମଣିଷ ତାର ଚେତନାରେ ଏଇ...
ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ କରୁଛୁ ଆମେ ସବୁ ଆତ୍ମ ସମର୍ପଣ ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମ ନିବେଦନ
ଲୁହ ଆସେ ହସର ଛଦ୍ମବେଶେ ଖୁସି ରହିବାର, ଅସ୍ତିତ୍ଵକୁ ଖୋଜି । ନୀରବ ରହିବାକୁ ପଡେ, ସଭିଙ୍କ ମେଳରେ ହଜି ।
ତମ ନୀରବତା - ଜହ୍ନରାତି ସମୁଦ୍ରର ଢେଉ - ମୋ କାକଳି ପାଇଁ ଜୀଇଁ ଥାଉ - ଜୀଇଁ ରହିଥାଉ ତମ ନୀରବତା ଜହ୍ନରାତି ।
କେବେ କେବେ ମୁଁ ଦୁଇ ଭାଗରେ ବାଣ୍ଟି ହୁଏ ଉପର ହିସ୍ସା ଗୋଟେ ଗାଈ ଆଉ ତଳ ହିସ୍ସା କଅଁଳ ଘାସରେ ବଦଳିଯାଏ ।
ହେଲେ ଏବେ ଏ କଳି ଯୁଗରେ ଅଜସ୍ର ଭଣ୍ଡମାନେ ଏଠି ତୁମ ପରି ରୂପ ଧାରଣ କରି ବଂଶୀରେ ବେସୁରା ସ୍ୱର ଦିଅନ୍ତି ଭରି ।
ଦୂର ବାଟ ଚାଲିବାକୁ, ଲୋଡ଼ା ନାହିଁ ବଳ , ଲୋଡ଼ା ଅଛି ତ' କେବଳ ଦୃଢ଼ ମନୋବଳ, ସେ ବାଟ ଯେ', କେବେ ସରୁ , ଚାହିଁବି ମୁଁ ନାହିଁ...
ବର୍ଷା ମୂର୍ଚ୍ଛନାରେ ଶୁଭେ ତୁମ ନାମ ସ୍ପନ୍ଦନ ବଢ଼ାଇ ଦିଏ । ବର୍ଷା ଚାଲିଗଲେ ଶାନ୍ତ ପଡିଗଲେ ମନ ଖାଲି ଝୁରିହୁଏ ।।
ହଁ ବନ୍ଧୁ ତୁମେ ତ ଚାଲିଯିବ ତୁମ ସ୍ୱପ୍ନର ନଗରୀକୁ କରି ମୋତେ ବହୁ ଦୂର ଏ ଅଭାବି ବନ୍ଧୁର ଦୁର୍ଦ୍ଧିନ ଭାବକୁ ନ କରିବ ଭାବାନ୍ତର ଜାଣେନା ମୁଁ...
ଆପଣଙ୍କ ମତାମତ