ସମ୍ପର୍କରର ନୂଆ ନୂଆ ଖିଅ ବୁଣେ ବୁଢିଆଣି ଏପାରିରୁ ସେପାରିକୁ କେତେ ପ୍ରଯତ୍ନେ ।
ସମୟର ଭାର ଆଉ ଜୀବନର ଜଞ୍ଜାଳ ସତେ କଣ ଏତେ ଭାରାକ୍ରାନ୍ତ ହେଲା , ଏମିତି ବଦଳି ଯାଇ ... କି ଯଶ ଖ୍ୟାତି ଅରଜିବ ହୋ !!!
ଠିକ୍ ସେହି ନିଆଁ ଦିନେ ପୁଣି ଜଳିବ, ଜୀବନର ସୂର୍ଯ୍ୟାସ୍ତ ପରେ ପରେ ।
ନୂଆଁଖାଇଠାରୁ ବାସି ତିଆସି ତା'ପର ପରର ଦିନ, ବଳିଯାଇଥିବା ଖାଦ୍ୟ ଆକଣ୍ଠ ଖାଇଥାଏ ରାତିଦିନ ।
ହେ ମିଛ ଚୁମ୍ୱନର ନାୟକ ଥରେ ହାତରେ ବେଲୁନ୍ ଧରି ଆସ । ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ ମୁହଁରୁ ଲିଭିଯାଉ କଳାଦାଗ ।
ସାର ଅଉଷଧ କିରୋସିନ ସହ ଡିଜେଲ ହେଲାଣି କେତେ ମହଙ୍ଗା ଚାଷୀ ଧାନ ହୁଏ ଅଭାବି ବିକ୍ରି ବେକରେ ତାହାର ଲାଗିଛି ପଘା ।
ତେବେ କାହିଁକି ଏ ଦର୍ପ ଦମନୀୟତା କାହିଁକି ଏ ଅହଂ ପ୍ରତି କ୍ଷେତ୍ରରେ ପ୍ରତିଯୋଗୀତା ଆଉ ହାରିଯିବାର ଭୟ କେଉଁ ବିଶେଷ କଥାକୁ ଧରିବସିଛି ମଣିଷ ତାର ଚେତନାରେ ଏଇ...
ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ କରୁଛୁ ଆମେ ସବୁ ଆତ୍ମ ସମର୍ପଣ ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମ ନିବେଦନ
ଲୁହ ଆସେ ହସର ଛଦ୍ମବେଶେ ଖୁସି ରହିବାର, ଅସ୍ତିତ୍ଵକୁ ଖୋଜି । ନୀରବ ରହିବାକୁ ପଡେ, ସଭିଙ୍କ ମେଳରେ ହଜି ।
ତମ ନୀରବତା - ଜହ୍ନରାତି ସମୁଦ୍ରର ଢେଉ - ମୋ କାକଳି ପାଇଁ ଜୀଇଁ ଥାଉ - ଜୀଇଁ ରହିଥାଉ ତମ ନୀରବତା ଜହ୍ନରାତି ।
ଆପଣଙ୍କ ମତାମତ