କେମିତି ସେ ଆନ୍ତରିକତା ଗଭୀର ରାତିର ନିଶାସକ୍ତ ମଣିଷର କାମୁକ ପଣିଆ କ୍ଷତକର ମୋର ରକ୍ତବାହି ଧମନୀ ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।
ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି । ବହଳ ଅନ୍ଧାରେ ବିଷମ ପଥ ମାଡ଼ି ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।
ହାତୀ- ଛତି ହୀରା-ମୋତି ପାଶେ ସିନା ନାହିଁ, ସାଇତିଛି ସ୍ନେହ ସିନ୍ଧୁ ଛାତିରେ ତୋ' ପାଇଁ ।
ନର ଜୀବନରେ ସଦାବେଳେ ଭାବେ ଏକା ଅଛି ସିଏ ଦୁଃଖେ ଅନ୍ୟ କୁ ଭଲରେ ଦେଖିଲେ ଜାଣିବ କେହି ନାହିଁ ଏଠି ସୁଖେ ।
ସେଦିନ ତାରାଟି ଖସିଲାବେଳେ , ମୁଁ ମାଗିଥିଲି ଜାଣ କାହାକୁ ? ଆମର ସେଇ ପୁରୁଣା ସ୍ମୃତିକୁ ଫେରାଇ ଦେବାକୁ !
ପ୍ରେମ ଜୀବନ ଧାରାର ଏକ ଅଙ୍କାବଙ୍କା ସ୍ରୋତର ଛବି-ପଂକ୍ତି ସେ କଳ୍ପନା ଚିତ୍ରରେ ଥାଏ ଅସୁମାରୀ ଆଶାର ପ୍ରତିଶୃତି । ।
ସତରେ ତୁମେ କଣ ଏ ଯାଏ ଏତିକି ଜାଣିନ ? ତୁମ ଶରୀର କେବଳ ତୁମର ତା' ଉପରେ ଆଉ କାହାର ବି କୌଣସି ପ୍ରକାର ଅଧିକାରର ପ୍ରଶ୍ନ ହିଁ...
ମନେ ପକାଇଲେ ଦୁଶୁଛି ଖାଲି ଗୁଡେ ବିଶ୍ୱାସଘାତକତା । ଭଲ କଣ ଆଉ କିଛି ବି ମନରେ ନାହିଁ । ଏତେ ଅପମାନ କେବେ କେହି ବି କରିନାହାନ୍ତି ।...
ରକତ ନିଗାଡ଼ି ଅମୃତ ଦିଏ ଯଶୋଦା ମା'ଙ୍କ ପରି, ଦଶମାସ କାଳ ଭାରା ବହି ଚାଲେ ଅନୁଶୋଚନା ନ କରି ।
ସାତ ରଙ୍ଗେ ରହିଥିଲା ଜୀବନଟା ସଜେଇ, ଭାବି-ଭାବି କଷ୍ଟ ଲାଗେ ସବୁ ଗଲା ଉଭେଇ ।
ଆପଣଙ୍କ ମତାମତ